କେରଳକୁ ପୁଣି ୫ କୋଟି ଦେଲେ ନବୀନ ପଟ୍ଟନାୟକ

Spread the love

ଆଗରୁ ଦେଇଥିଲେ ୫ କୋଟି

ଭୁବନେଶ୍ୱର 19/8 (ସନ୍ଧାନ ନିୟୁଜ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶତାଦ୍ଦୀର ବଡ଼ ବନ୍ୟା- କେରଳ ବନ୍ୟା ପ୍ରଭାବିତଙ୍କ ଉଦ୍ଦେଶ୍ୟରେ ରବିବାର ପୁଣି ୫ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇଛନ୍ତି। ପୂର୍ବରୁ ସେ ୫ କୋଟି ଟଙ୍କା ସହାୟତା ଦେଇଥିଲେ।

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ସହାୟତା ଦିଆଯାଇଥିବା ଜଣାପଡ଼ିଛି। ଏଥି ସହିତ ନବୀନ ପଟ୍ଟନାୟକ କହିଛନ୍ତି, କେରଳରେ ଫସିରହିଥିବା ଓଡ଼ିଆଙ୍କ ପ୍ରତି ଦୃଷ୍ଟି ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Related Posts

About The Author

Add Comment