କେନ୍ଦୁଝର: ଚେମଣାରେ ହାତୀ ଆତଙ୍କ, ଗ୍ରାମବାସୀ ଭୟଭୀତ

Spread the love
  • 49
    Shares

କେନ୍ଦୁଝର, ୧୧/୬ (ସନ୍ଧାନ ନିୟୁଜ୍/ ନିହାର ରଂଜନ ଜେନା) କେନ୍ଦୁଝର ଜିଲ୍ଲା ଚେମଣା ଅଂଚଳରେ ହାତୀ ଆତଙ୍କ ଦେଖାଦେଇଛି । ଜଙ୍ଗଲରୁ ଏକ ୨୩ଜଣିଆ ହାତୀ ଫଲ ଗ୍ରାମ ଆଡକୁ ଚାଲିଆସିଥିବାରୁ ଗ୍ରାମବାସୀ ମାନେ ଭୟଭୀତ ହୋଇପଡିଛନ୍ତି । ହାତୀ ଦଳରେ ଦନ୍ତାହାତୀ, ମାଇହାତୀ ଏବଂ କେତକ ପିଲା ହାତୀ ରହିଥିବା ଜଣାଯାଇଛି । ଗ୍ରାମବାସୀ ଏବଂ ଜଙ୍ଗଲ ବିଭାଗର କର୍ମଚାରୀ ମାନେ ତୁରୀ, ବାଣ, ବାଜା ସାହାର୍ଯ୍ୟରେ ହାତୀ ଫଲକୁ ଜଙ୍ଗଲ ଭିତରକୁ ନେଇଯିବା ପାଇଁ ପ୍ରୟାସ କରୁଛନ୍ତି ।

 

 

  • 49
    Shares

Related Posts

About The Author

Add Comment