କଟଙ୍ଗିଡ଼ିହି ରାସ୍ତାରେ ସଵାରୀ ଓ ଡମ୍ଫର ମୁହାଁମୁହିଁ ଧକ୍କା

Spread the love

ସୁନ୍ଦରଗଡ଼ ତା:୦୨-୧୧-୨୦୨୬ରିଖ (ସନ୍ଧାନ ନ୍ୟୁଜ )  ଆଜି ସବଡେଗା ବ୍ଲକ ସଦର ଥାନା ଅନ୍ତର୍ଗତ କଟଙ୍ଗିଡ଼ିହି ରାସ୍ତାରେ ସଵାରୀ ଓ ଡମ୍ଫର ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି l ସୂଚନା ଅନୁସାରେ ସୁନ୍ଦରଗଡ଼ ପଟୁ ଏକ ଓଆର ୧୬ବି ୫୧୪୧ନମ୍ବର ଥିବା ସଵାରୀ ଆସୁଥିବା ବେଳେ ସବଡେଗା ପଟୁ ଏକ ସିଜି ୧୩ବି ୮୮୭୬ନମ୍ବର ର ଡମ୍ଫର ଯାଉଥିବା ବେଳେ କଟଙ୍ଗିଡ଼ିହି ଠାରେ ଦୁଇ ଗାଡି ମୁହାଁ ମୁହିଁ ଧକ୍କା ହେବା ଯୋଗୁଁ ସଵାରୀ ଯାନଟି ଓଲଟି ପଡିଥିଲା l ସଵାରୀ ଯାନରେ ଥିବାକେତେ ଲୋକ ଆହତ ହୋଇଥିବା ବେଳେ ତାଙ୍କୁ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ସୂତ୍ରରୁ ଜଣାପଡିଛି ।

Related Posts

About The Author

Add Comment