ଏସ ଆଇ ଆର କୁ ନେଇ ରାଜନୀତି ଦଳ ର ନେତୃତ୍ୱ ଙ୍କ ସହ ଆଲୋଚନା କଲେ ସୁନ୍ଦରଗଡ ଜିଲ୍ଲାପାଳ

Spread the love

ସୁନ୍ଦରଗଡ ଜିଲ୍ଲା ରେ ଏସ ଆଇ ଆର କୁ ନିର୍ଭୁଲ ଓ ତୃଟି ମୁକ୍ତ କରିବା ପାଇଁ ସମସ୍ତ ରାଜନୀତି ଦଳ ର ନେତା ମାନଙ୍କ ସହ ଆଲୋଚନା କରିଥିଲେ ସୁନ୍ଦରଗଡ ଜିଲ୍ଲାପାଳ ଶ୍ରୀଯୁକ୍ତ ଶୁଭଙ୍କର ମହାପାତ୍ର। କଂଗ୍ରେସ, ବିଜେଡି, ସିପିଆଇ ଓ କିଛି ବରିଷ୍ଠଅଧିକାରୀମାନେ ଏହି ଆଲୋଚନା ରେ ଭାଗ ନେଇ ଥିଲେ। ଜିଲ୍ଲାପାଳ ସମସ୍ତ ରାଜ ନେତା ମାନଙ୍କୁ ସଂଶୋଧିତ ଏସ ଆଇ ଆର କପି ପ୍ରଦାନ କରି ଥିଲେ। ଯଦି କୌଣସି ତୃଟି ଥାଏ ତେବେ ଆମେ ଏହାକୁ ସଂଶୋଧନ କରିବା ପାଇଁ ଚେଷ୍ଟା କରିବୁ ବୋଲି ପ୍ରକାଶ କରିଥିଲେ। ଜିଲ୍ଲାପାଳ ଙ୍କ ଏତାଦୃଶ କାର୍ଯ କୁ ସମସ୍ତ ରାଜନୈତିକ ଦଳର ନେତା ମାନେ ଭୂୟସୀ ପ୍ରଶଂସା କରିଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।

Related Posts

About The Author

Add Comment