ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବମରେ ଉଡେଇବାକୁ ଧମକ

Spread the love

ଲକ୍ଷ୍ନୋ, ୨୩/୦୫ (ସନ୍ଧାନ ନିୟୁଜ) ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ଭାରତର ବିଜେପିର ଷ୍ଟାର ପଚାରକ ଯୋଗୀ ଆଦିତ୍ୟନାଥଙ୍କୁ ବମରେ ଉଡେଇବାକୁ ଆସଛି ଏକ ଧମକ ପୂର୍ଣ୍ଣ ମେସେଜ । ଏଭଳି ମେସଜ ଆସିବା ପରେ ଉତ୍ତରପ୍ରଦେଶ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି । ଏହାକୁ ନେଇ ଗୋମତିନଗର ପୋଲିସ ଷ୍ଟେସନରେ ଏକ ମାମଲା ରୁଜ କରାଯାଇଛି । ପୋଲିସ କମିସନର ସୁଜିତ ପାଣ୍ଡେଙ୍କ ସୂଚନା ମୁତାବକ ଏକ ମୋବାଇଲନ ନମ୍ବର ୮୮୨୮୪୫୩୩୫୦ରୁ ଏଭଳି ମେସଜ ୧୨.୩୨ ସମୟରେ ଆସିଛି । ଏକ ଲିଖିତ ମେସନ ଆସିଥିଲା କି ଆଇ ଆମ୍ ଗୋଇଙ୍ଗ ଟୁ ବମ ଚିଫ ମିନିଷ୍ଟର ଯୋଗୀ । ଏହା ପରେ ସାଇବର କ୍ରାଇମ ସେଲକୁ ଅବଗତ କରାଯାଇଛି । ଏହି ଘଟଣାରେ ଏକ ନିଦ୍ଧିଷ୍ଟ କମୁନିଷ୍ଟର ଲୋକଙ୍କ ହାତ ରହିଥିବା ସନେ୍ଧହ କରାଯାଉଛି । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

Related Posts

About The Author

Add Comment