ଅଭିଶାପ

Spread the love
ସରକାରୀ ଚିକିତ୍ସାଳୟ କାହାପାଇଁ  ?? ଏହା ଉପରେ କେଉଁ ଶ୍ରେଣୀର ଲୋକ ଅଧୀକ ନିର୍ଭର କରନ୍ତି  ?? ଆମେ ସରକାର ଙ୍କୁ କଣ ପାଇଁ କର ଦେଇଚାଲୁଛେ  ?? ଏହା ପ୍ରତିବଦଳରେ ସରକାର କଣ ଆମର ସାଧାରଣ ମୌଳିକ ସମସ୍ଯା ର ସମାଧାନ କରିପାରିଛନ୍ତି  ?? ସରକାରଙ୍କ ରାଜନୈତିକ ଛକି ଶୂନ ଖେଳରେ କେବଳ ସାଧାରଣ ଜନତାଙ୍କ (ମଧ୍ଯବିତ୍ତ ଓ ଗରିବ) ବର୍ତମାନ ଜୀବନ ସହ ଭବିଷ୍ଯତ ଜୀବନ ବଳି ପଡି ଯାଉଛନ୍ତି।। ୨୦୧୯ ମସିହାରେ କଟକ ଶିଶୁଭବନ ଠାରେ ଆମ ରାଜ୍ଯରେ ୨୩୩୪ ଜଣ ଶିଶୁ ମ୍ରୁତ୍ୟୁ ବରଣ କରିଥିଲେ।। ଏବଂ ୨୦୨୦ ମାର୍ଚ ମାସରେ ୨୦୨ ଜଣ, ଏପ୍ରିଲ ମାସରେ ୧୭୩ ଜଣ, ମେ ମାସରେ ୧୯୯ , ଜୁନ ମାସରେ -୧୫୨ ଜଣ ଏବଂ ଜୁଲାଇ ୨୦ ତାରିଖ ସୁଦ୍ଧା ୧୩୯ ଟି ଶିଶୁ ଙ୍କର ମ୍ରୁତ୍ୟୁ ହୋଇ ସାରିଛି।। ଯଦି ଜୁଲାଇ ମାସର ଶେଷ ୧୦ ଦିନ ଏବଂ ଅଗଷ୍ଟ ମାସର ଆରମ୍ଭ ରୁ ୧୦ ଦିନ ମିଶାଯାଏ, ତାହେଲେ ମାର୍ଚ ମାସରୁ ଆଜି ପର୍ଯ୍ୟନ୍ତ ୯୦୦ ରୁ ଉର୍ଦ୍ଧ ଶିଶୁ (ଅଣକରେନା) ମ୍ରୁତ୍ୟୁ ହୋଇ ସାରିଲେଣି।। ୯୦୦ ମା ର କୋଳକୁ ଶୂନ୍ଯ ହୋଇସାରିଛି ଆଉ କେତେ ମା ମାନଙ୍କ ର କୋଳ ଶୂନ୍ଯ ହେବ…???..ଆପଣ ମାନେ ୭୪ ବର୍ଷ ହେବ ସ୍ବାଧୀନତା ହାସଲ କରିସାରିଲଣି କିନ୍ତୁ ଆପଣଙ୍କ ହାତ ରେ ଆପଣଙ୍କ ଭବିଷ୍ଯତ କୁ ସୁରକ୍ଷା ପ୍ରଦାନ କରିବାରେ ଅସର୍ମଥ।। ଯେପର୍ଯ୍ୟନ୍ତ ଆପଣ ମାନେ ଯେକୌଣସି ରାଜନୈତିକ ଦଳର ଅନ୍ଧ ସମର୍ଥନ ହୋଇଥିବେ….. ସେ ପର୍ଯ୍ୟନ୍ତ ଆପଣ ଙ୍କ ମଥାରେ ହଜାର ହଜାର ମା ର ଅଭିଶାପ ରେ ଆପଣ ମାନେ ମଧ୍ଯଭାଗିଦାରି ହେଉଥିବେ  ।।

ଅଭିଶାପ_ର_ରାଇଜେ_କରିଛେ_ଘର…… 

ଏଠି_କିଏ_ନିଜର_କିଏବା_ପର  ।।

Sourse Facebook- Sagar Jena

Related Posts

About The Author

Add Comment