ଅପରେଶନ ସିନ୍ଦୁର ସଫଲତା ପାଇଁ ବଡ ଗାଁ ବ୍ଲକ ଶୋଭାଯାତ୍ରାରେ ଯୋଗ ଦେଲେ ରାଜ୍ୟ ବିଧାନସଭା ଉପ ବାଚସ୍ପତି

Spread the love

 

ସୁନ୍ଦରଗଡ ତା:୧୯/୫/୨୦୨୫ ( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ ) ଆତଙ୍କବାଦ ବିରୋଧରେ ଭାରତୀୟ ସେନାବାହିନୀ ର ଅପରେସନ ସିନ୍ଦୂର ସଫଳ ହୋଇଥିବା ଅବସରରେ ସେନାବାହିନୀର ମନୋବଳ ସଦୃଢ କରିବା ସହ ଦେଶ ପ୍ରତି ତାଙ୍କ ତ୍ୟାଗ ଓ ବଳିଦାନ କୁ ସମ୍ମାନ ଜଣାଇ ଆଜି ତଳସରା ବିଧାନସଭା କ୍ଷେତ୍ରର ବଡଗାଁ ଠାରେ ଆଜି ଆୟୋଜିତ ପରାକ୍ରମ ଶୋଭାଯାତ୍ରା ରେ ରାଜୁ ସରକାର ବିଧାନ ସଭା ଉପ ବାଚସ୍ପତି ତଥା ତଳସରା ବିଧାୟକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ ଅଂଶଗ୍ରହଣ କରିଥିଲେ । ଏହି ଶୋଭାଯାତ୍ରା ଦେଶର ଆଗାମୀ ଯୁବ ପିଢୀ କୁ ଦେଶ ସେବା କରିବାକୁ ଉତ୍ସାହିତ କରିବା । ସ୍ଵଇଚ୍ଛା ରେ ନାଗରିକ ଏହି ଶୋଭାଯାତ୍ରା ରେ ଯୋଗ ଦେଇ ଦେଶ ସୁରକ୍ଷା ରେ ନିଜ କର୍ତ୍ତବ୍ୟ ପ୍ରତିପାଦନ କରୁଥିବା ଦେଖିବାକୁ ମିଳିଥିଲା ।

Related Posts

About The Author

Add Comment