ଅଧା ପନ୍ତରିଆ ପଡିଛି ମଣ୍ଡପର କାର୍ଯ୍ୟ ପ୍ରଶାସନ ନିରବ

Spread the love

ତା:୨୪-୦୫-୨୦୨୫ (ସନ୍ଧାନ ନିୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ ) ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ପ୍ରଶାସନ ବାଲିଶଙ୍କରା ବ୍ଲକ ତଲସରା ଭଦୋପଡ଼ାରେ ଥିବା ହନୁମାନ ମନ୍ଦିର ପାଖରେ ମଣ୍ଡପ ଟିଏ ଦେଇଥିଲେ l କିନ୍ତୁ ଦୁଃଖ ର କଥା ମଣ୍ଡପଟି ସମ୍ପୂର୍ଣ ତିଆରି ହୋଇ ନ ପାରି ଅଧାପନ୍ତରିଆ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି l ଏଥି ପ୍ରତି ପ୍ରଶାସନ ର କାହାରି ନଜର ପଡ଼ୁ ନ ଥିବା ଅନୁମାନ କରା ଯାଇଛି l ପ୍ରଶାସନ ର ନଜର ଯଦି ଏହି ମଣ୍ଡପ ଉପରେ ପଡନ୍ତା ତାହେଲେ ଆଜି ପର୍ଯ୍ୟନ୍ତ ମଣ୍ଡପ ଟି ସମ୍ପୂର୍ଣ ଭାବରେ ତିଆରି ହୋଇ ସରିଥାନ୍ତା l ଯେତେ ଶୀଘ୍ର ସମ୍ଭବ ମଣ୍ଡପର କାର୍ଯ୍ୟକୁ ସମ୍ପୂର୍ଣ କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି l ତେବେ ଦେଖିବାକୁ ବାକି ରହିଲା କେବେ ମଣ୍ଡପର କାର୍ଯ୍ୟ ସମ୍ପୂର୍ଣ ହେବ l

Related Posts

About The Author

Add Comment