ସରକାର ଙ୍କ ସବୁ ଲୋକାଭିମୁଖୀ ଯୋଜନା କୁ ଘରେ ଘରେ ପହଞ୍ଚେଇବାର ଦାୟିତ୍ଵ ଦଳୀୟ ମିଡ଼ିଆ ସେଲ ର ଦାୟିତ୍ଵ। ରାଜ୍ଯ ସଭାପତି ମନମୋହନ ସାମଲ।

Spread the love

ଭୁବନେଶ୍ୱର   ୨୨/୪/୨୬ (ସନ୍ଧାନ ନ୍ୟୁଜ )  ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟ ରେ ଏକ ବିଜେପି ମିଡ଼ିଆ ସେଲ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜନ କରି ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ ଦଳୀୟ ମିଡ଼ିଆ ସେଲ ର କର୍ମକର୍ତ୍ତା ଙ୍କୁ ଏହି ପରାମର୍ଶ ଦେଇ କହିଛନ୍ତି ଯେ ଆପଣ ମାନେ ସରକାର ଙ୍କ ସବୁ ଲୋକାଭିମୁଖୀ ଯୋଜନା କୁ ଘରେ ଘରେ ପହଞ୍ଚେଇବାର ପ୍ରୟାସ କରନ୍ତୁ। ବର୍ତ୍ତମାନ ସମୟ ରେ ଗଣ ମାଧ୍ୟମ ଦ୍ୱାରା ସବୁ ସମ୍ଭବ। ସାମାଜିକ ଗଣ ମାଧ୍ୟମ ହେଉଛି ଜନତା ଙ୍କ ସ୍ଵର। ତେଣୁ ଆପଣ ମାନେ ଭାରତୀୟ ଜନତା ପାର୍ଟିର ର ସବୁ କାର୍ଯକ୍ରମ କୁ ଘରେ ଘରେ ପହଞ୍ଚେଇବାର ପ୍ରୟାସ କରନ୍ତୁ। ଉକ୍ତ କାର୍ଯ୍ୟକ୍ରମ ରେ ସାଂସଦ, ବିଧାୟକ ଓ ଦଳୀୟ କର୍ମୀ ମାନେ ଉପସ୍ଥିତ ରହି କାର୍ଯ୍ୟ କ୍ରମ କୁ ସଫଳ କରିଥଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିଯୁଜୁ ସନ୍ଧାନ।

Related Posts

About The Author

Add Comment