ସବଡେଗା ଅବକାରୀ ବିଭାଗ ତରଫରୁ ଆତର୍କିତ ଚଢ଼ାଉ, ୫୦ଲିଟର ଦେଶୀ ମହୁଲି ମଦ, ଗୋଟିଏ ସ୍କୁଟି, ଗୋଟିଏ ମୋବାଇଲ ସହିତ ୩ଜଣ ଅଭିଯୁକ୍ତ ଗିରଫ

Spread the love

ସୁନ୍ଦରଗଡ଼ ତା:୨୫-୦୮-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଆଜି ସୁପେରିଟେଣ୍ଡେଣ୍ଟ ଶ୍ରୀ ସିଧ୍ୟେଶ୍ୱର ବେସ୍ରା ଙ୍କ ନିର୍ଦେଶ କ୍ରମେ ଡେପୁଟି ସୁପେରିଣ୍ଡେଣ୍ଟ ଶ୍ରୀ ପ୍ରମୋଦ ପଣ୍ଡା ଙ୍କ ତତ୍ଵାବଧାନ ରେ ସବଡେଗା ଅବକାରୀ ବିଭାଗ ଅଧିକାରୀ ଶ୍ରୀମତି ଆରତୀ ମିଶ୍ର, ଏ.ଏସ.ଆଇ. ଶ୍ରୀ ସୁଶୀଲ କୁମାର ମିର୍ଦ୍ଧା, ଗାୟତ୍ରୀ ସା ସହିତ ଅବକାରୀ ବିଭାଗ ସଦଳବଳ ମିଶି ତଲସରା ଥାନା ଅନ୍ତର୍ଗତ ସବଡେଗା,ଖମପୁର, ଚାନ୍ଦିଲିମାଲ ଗ୍ରାମରେ ପେଟ୍ରୋଲିଙ୍ଗ କରିବା ସମୟରେ ଭଗବତୀ ମାଝୀ, ଲଳିତା ଭିତ୍ରିଆ ଆଉ ସହଦେଵ ଏକ୍କା ସିପୁନ ନାଏକ ଙ୍କୁ ଗିରଫ କରିବା ସହିତ ଗୋଟିଏ ସ୍କୁଟି( ଓଡ଼ି ୧୬- ୦୧୬୫୨) ଗୋଟିଏ ମୋବାଇଲ ସହିତ ୫୦ଲିଟର ହାତ ରନ୍ଧା ମହୁଲି ମଦ ଜବତ କରିଥିଲେ l

Related Posts

About The Author

Add Comment