Homeଜିଲ୍ଲା ପରିକ୍ରମାକଟକଲୁହାପଥର ଚୋରା ଚାଲାଣ ଉଦ୍ୟମ ଟ୍ରକ ଜବତ ୫ ଗିରଫ ଲୁହାପଥର ଚୋରା ଚାଲାଣ ଉଦ୍ୟମ ଟ୍ରକ ଜବତ ୫ ଗିରଫ Manas Kumar Rout | June 7, 2018 | Spread the love16 16Shares କେନ୍ଦୁଝର (ସନ୍ଧାନ ନିୟୁଜ୍/ଅନନ୍ତ କିଶୋର ଜେନା) ଲୁହାପଥର ଚୋରା ଚାଲାଣ ଉଦ୍ୟମ ବେଳେ ଚଂପୁଆ ପୋଲିସ ପକ୍ଷରୁ ଚଢାଉ କରାଯାଇ ଏକ ଟ୍ରକକୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୫ ଜଣକୁ ଗିରଫ କରିଥିବା ଜଣାପଡିଛି। ଗତ ରାତି ପ୍ରାୟ ୧୨ ବେଳକୁ ଆଂଗୁଳିଆ ନିକଟରେ ଥିବା ଏକ ପୁରୁଣା କ୍ରସର ନିକଟରୁ ଆର ଜେ ୦୪ ଜିଏ ୪୯୫୮ ଟ୍ରକ ରେ ଲୁହାପଥର ଚୋରା ଚାଲାଣ ହେଉଥିବା ଖବର ଚଂପୁଆ ପୋଲିସ ପାଇଥିଲା। ସଂଗେ ସଂଗେ ପୋଲିସ ପକ୍ଷରୁ ଘଟଣାସ୍ଥଳରେ ଚଢାଉ କରାଯାଇ ସଂପୃକ୍ତ ଟ୍ରକ ସହ ଗାଡିରେ ଥିବା ବଡବିଲର କିଶାନ ମୁଣ୍ଡା, କ୍ରାନ୍ତି ମୁଣ୍ଡା ଠାକୁରାଣୀ ର ବିଶାଲ ମୁଣ୍ଡା, ଆଂଗୁଳିଆ ର ବିଶାଲ ହାସଦା, ଆଂଗୁଳିଆ ର ନରତ୍ତୋମ ହାସଦା, ବାସୁଦେବପୁର ର ସୁନାରାମ ମୁଣ୍ଡା କୁ ଗିରଫ କରିଥିବା ଜଣାପଡିଛି। 16Shares Related Posts ପିଡ଼ିଏସ ସାମଗ୍ରୀ ବଣ୍ଟନରେ ଅନିୟମିତତାର ତଦନ୍ତ ନିର୍ଦ୍ଦେଶ ଦେଲେ ଉପଜିଲାପାଳ October 15, 2020 | 2005lindadavis1989 | ଅଧିକ ପଢନ୍ତୁ ଟ୍ରାନସ୍ଫର୍ମର ଯନ୍ତ୍ର୍ରାଂଶ ଚୋରି ଅଭିଯୋଗରେ ୩ ଗିରଫ October 6, 2020 | Sandhan News | ଅଧିକ ପଢନ୍ତୁ ଖତ ଖାଉଛି ଶୌଚାଳୟ, ଫସର ଫାଟିଲା ସ୍ୱଚ୍ଛ ଭାରତ ଅଭିଯାନ May 22, 2025 | Sundargada News | ଅଧିକ ପଢନ୍ତୁ ପୂର୍ବତନ ପ୍ରଧାନ ମନ୍ତ୍ରୀ ବାଜପେୟୀ ଜୀ ଙ୍କ ଜନ୍ମଜୟନ୍ତୀ ପାଳିତ January 3, 2024 | Hemanta Bhainsa | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ପିଡ଼ିଏସ ସାମଗ୍ରୀ ବଣ୍ଟନରେ ଅନିୟମିତତାର ତଦନ୍ତ ନିର୍ଦ୍ଦେଶ ଦେଲେ ଉପଜିଲାପାଳ October 15, 2020 | 2005lindadavis1989 | ଅଧିକ ପଢନ୍ତୁ
ପୂର୍ବତନ ପ୍ରଧାନ ମନ୍ତ୍ରୀ ବାଜପେୟୀ ଜୀ ଙ୍କ ଜନ୍ମଜୟନ୍ତୀ ପାଳିତ January 3, 2024 | Hemanta Bhainsa | ଅଧିକ ପଢନ୍ତୁ