ଯୁବ ନେତା ସ୍ବର୍ଗତ ନିରଞ୍ଜନ ନାୟକ (ପିଣ୍ଟୁ) ଙ୍କ ଏକା ଦଶାହ ଉପଲକ୍ଷେ ସ୍ମୁତି ଚାରଣ ସଭା।

Spread the love

ତିହିଡି ୮/୫/୨୬ (ସନ୍ଧାନ ନ୍ୟୁଜ )  ତିହିଡି ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ର ନାୟକ ସାହି ରେ ଯୁବ ନେତା ସ୍ବର୍ଗତ ନିରଞ୍ଜନ ନାୟକ ଙ୍କ ଏକା ଦଶାହ କ୍ରିୟା ଉପଲକ୍ଷେ ଆୟୋଜିତ ସ୍ମୁତି ଚାରଣ ସଭା ରେ ପାଳିଆ କଲେଜ ର ଓଡିଆ ଭାଷା ସାହିତ୍ୟ ସଂସ୍କୃତିର କର୍ଣ୍ଣଧାର ଅଧ୍ୟାପକ ବିଶ୍ବରଂଜନ ଦାଶ, ଓଡିଆ ଭାଷା ଓ ସାହିତ୍ୟର ପ୍ରାଧ୍ୟାପକ ହୃଦା ନନ୍ଦ ପାଣିଗ୍ରାହୀ ଓ ସମାଜ ସେବୀ ସରୋଜ କୁମାର ଦାଶ, ପୁଷ୍ପ କାନ୍ତ ନାୟକ, ସାବିତ୍ରୀ ପାଣି ଗ୍ରାହି, ଉଷା କାନ୍ତ ନାୟକ, ଶଶଧର ନାୟକ, ଲମ୍ବୋଧର  ନାୟକ ଓ ବହୁ  ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ସଭା କର୍ଯ୍ୟଟିକୁ ସଫଳ କରିଥଲେ। ତାଙ୍କ ଆତ୍ମା କୁ ମହାବାହୁ ଭଲ ରଖନ୍ତୁ ବୋଲି ଅତିଥି ମାନେ ମତ ପ୍ରକାଶ କରି ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।

Related Posts

About The Author

Add Comment