ପଦ୍ମପୁର, ୧୮/୪/୨୬ (ସନ୍ଧାନ ନ୍ୟୁଜ ) ପଦ୍ମପୁର ଉପବିଭାଗ ଅନ୍ତର୍ଗତ ମିଠାପାଲି ଗ୍ରାମରେ ଗତ ୧୪/୪ ତାରିଖରୁ ଆରମ୍ଭ ହୋଇଥିବା ୨୪ ପହରୀ ଅଖଣ୍ଡ ବିଶ୍ୱଶାନ୍ତି ନାମଯଜ୍ଞ ଆଜି ଭକ୍ତିମୟ ପରିବେଶ ମଧ୍ୟରେ ଉଦଯାପିତ ହୋଇଯାଇଛି। ଏହି ଧାର୍ମିକ ଅନୁଷ୍ଠାନରେ ଅଞ୍ଚଳର ଅନେକ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ନାମସଂକୀର୍ତନ ଓ ପୂଜାର୍ଚ୍ଚନାରେ ଭାଗ ନେଇଥିଲେ। ଗ୍ରାମଟିରେ ଚାରିଦିନ ଧରି ଭକ୍ତିମୟ ପରିବେଶ ରହିଥିବା ବେଳେ ସମସ୍ତଙ୍କ ମନରେ ଆନନ୍ଦ ଓ ଆଧ୍ୟାତ୍ମିକ ଉତ୍ସାହ ଦେଖିବାକୁ ମିଳିଥିଲା। ଅନୁଷ୍ଠାନର ଶେଷ ଦିନରେ ପୂର୍ଣ୍ଣାହୁତି ସହ ଏହାର ସମାପନ କରାଯାଇଥିଲା ଏବଂ ଶାନ୍ତି ଓ ସମୃଦ୍ଧି ପାଇଁ ସମୁହ ପ୍ରାର୍ଥନା କରାଯାଇଥିଲା।
ତାଜା ଖବର
- କ୍ରିଷ୍ଣା ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ରେ ସ୍ପେସ୍ ଲ୍ୟାବ୍ ଉଦ୍ଘାଟିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କୁ ଭୋଟର ପଞ୍ଜୀକରଣ ପାଇଁ ସଚେତନ କରୁଛି ନିର୍ବାଚନ ସାକ୍ଷରତା କ୍ଲବ
- ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬: ଯାଜପୁର ଜିଲ୍ଲାରେ ଭୋଟର ତାଲିକା ଯାଞ୍ଚ ଶେଷ ପର୍ଯ୍ୟାୟରେ; ୨ ଲକ୍ଷ ୩୧ ହଜାରରୁ ଉର୍ଦ୍ଧ୍ୱ ନୋଟିସର ଶୁଣାଣି ସମ୍ପୂର୍ଣ୍ଣ
- ବିବାହ ର ପ୍ରତିଶୃତି ସହ ଶାରୀରିକ ସଂପର୍କ, ଶେଷରେ ଅନ୍ୟ ସହିତ ବାହାଘର
- ବନ୍ୟା ବିପନ୍ନଙ୍କ ପାଖରେ ପ୍ରମୋଦ ପତି ଫାଉଣ୍ଡେସନ
- ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚେତନତା ସଭା।
- ବଡ଼ଚଣା ବ୍ଲକ୍ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଉଦ୍ଘାଟିତ:
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ବିଶିଷ୍ଟ ରାଜନେତା ସୁଧୀର ମହାନ୍ତିଙ୍କ ପରଲୋକ



