ପଦ୍ମପୁର, ୧୮/୪/୨୬ (ସନ୍ଧାନ ନ୍ୟୁଜ ) ପଦ୍ମପୁର ଉପବିଭାଗ ଅନ୍ତର୍ଗତ ମିଠାପାଲି ଗ୍ରାମରେ ଗତ ୧୪/୪ ତାରିଖରୁ ଆରମ୍ଭ ହୋଇଥିବା ୨୪ ପହରୀ ଅଖଣ୍ଡ ବିଶ୍ୱଶାନ୍ତି ନାମଯଜ୍ଞ ଆଜି ଭକ୍ତିମୟ ପରିବେଶ ମଧ୍ୟରେ ଉଦଯାପିତ ହୋଇଯାଇଛି। ଏହି ଧାର୍ମିକ ଅନୁଷ୍ଠାନରେ ଅଞ୍ଚଳର ଅନେକ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ନାମସଂକୀର୍ତନ ଓ ପୂଜାର୍ଚ୍ଚନାରେ ଭାଗ ନେଇଥିଲେ। ଗ୍ରାମଟିରେ ଚାରିଦିନ ଧରି ଭକ୍ତିମୟ ପରିବେଶ ରହିଥିବା ବେଳେ ସମସ୍ତଙ୍କ ମନରେ ଆନନ୍ଦ ଓ ଆଧ୍ୟାତ୍ମିକ ଉତ୍ସାହ ଦେଖିବାକୁ ମିଳିଥିଲା। ଅନୁଷ୍ଠାନର ଶେଷ ଦିନରେ ପୂର୍ଣ୍ଣାହୁତି ସହ ଏହାର ସମାପନ କରାଯାଇଥିଲା ଏବଂ ଶାନ୍ତି ଓ ସମୃଦ୍ଧି ପାଇଁ ସମୁହ ପ୍ରାର୍ଥନା କରାଯାଇଥିଲା।
ତାଜା ଖବର
- ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଟ୍ରଳର , ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ,ତଳସରା ପୋଲିସ ର ତଦନ୍ତ ଜାରି
- ପୋଲିଓ ମୁକ୍ତ ଭାରତ ଗଠନ ଲକ୍ଷ୍ୟରେ ଜିଲ୍ଲା ଟାସ୍କ ଫୋର୍ସ ବୈଠକ: ଆସନ୍ତା ୨୨ ତାରିଖରୁ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ସଘନ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ
- ସମ୍ଭାବ୍ୟ ବାତ୍ୟା ‘ଆକଭାନ୍’ (AKVAN)ର ମୁକାବିଲା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଓ ଲିଙ୍ଗଭିତ୍ତିକ ହିଂସା ବିରୋଧୀ ଅଭିଯାନ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ
- ଜନଗଣନା–୨୦୨୭ ଦ୍ୱିତୀୟ ପର୍ଯ୍ୟାୟ ପାଇଁ କ୍ଷେତ୍ର ପ୍ରଶିକ୍ଷକଙ୍କ ଜିଲ୍ଲାସ୍ତରୀୟ ତାଲିମ ଶିବିର ଆରମ୍ଭ
- ପଞ୍ଚୁକ: ଭକ୍ତି, ଆଧ୍ୟାତ୍ମିକତା ଓ ମାନବିକତାର ମହାନ ପର୍ବ
- ବ୍ରହ୍ମବରଦା ପ୍ରେସ କ୍ଲବକୁ ପ୍ରଶାସନ ପକ୍ଷରୁ ସିର୍କୁତି ପତ୍ର ପ୍ରଦାନ
- ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍–୨୦୨୭ରାଜ୍ୟସ୍ତରକୁ ମନୋନୀତ ହେଲେ ଯାଜପୁର ଜିଲ୍ଲାର ୬ ଯୁବ ପ୍ରତିଭା
- ବାତ୍ୟା ଅକ୍ ଭାନ ର ସଫଳ ମୁକାବିଲା ପାଇଁ ପଞ୍ଚୁଟିକିରି ବାସୀ ଙ୍କୁ ଧନ୍ୟବାଦ୍ ଅର୍ପଣ କଲେ ଜିଲ୍ଲାପାଳ ଓ ବିଡ଼ିଓ
- ଗାଁ ରେ ନଳକୁଅଁ ଥାଇ ପିଇବା ପାଣି ଅଭାବ, ଆରଡବ୍ଲୁଏସଏସ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ



