Homeଆନ୍ତର୍ଜାତୀୟବର୍ଷରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ହରାଇଲା ଦିଲ୍ଲୀ ବର୍ଷରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ହରାଇଲା ଦିଲ୍ଲୀ Manas Kumar Rout | August 7, 2019 | Spread the love ନୂଆଦିଲ୍ଲୀ, ୭।୮: ଗୋଟିଏ ବର୍ଷ ମଧ୍ୟରେ ଦିଲ୍ଲୀ ଏହାର ୩ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ହରାଇଛି। ୨୦୧୮ ଅକ୍ଟୋବରରୁ ବର୍ତ୍ତମାନ ସୁଦ୍ଧା ଏପରି ଘଟିଛି। ମଙ୍ଗଳବାର ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ହୋଇଛି। ସେ ୧୯୯୮ ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ପୂର୍ବରୁ ୨୦୧୮ ଅକ୍ଟୋବର ୨୭ରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମଦନଲାଲ୍ ଖୁରାନାଙ୍କ ପରଲୋକ ହୋଇଥିଲା। ସେ ୧୯୯୩ରୁ ୧୯୯୬ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେହିପରି ୨୦୧୯ ଜୁଲାଇ ୨୦ରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷୀତ୍ଙ୍କର ପରଲୋକ ହୋଇଥିଲା। ସେ ୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିଥିଲେ। Related Posts କନ୍ଧମାଳ ଜିଲ୍ଲା ବିଜେପି ଉପ ସଭାପତିଙ୍କ ପିତୃ ବିୟୋଗ November 21, 2021 | Sandhan News | ଅଧିକ ପଢନ୍ତୁ ଜାମୁଝାଡ଼ି ସେବା ସମବାୟ ସମିତି ର ସଫଳତା February 4, 2026 | Manas Kumar Rout | ଅଧିକ ପଢନ୍ତୁ ଆଫ୍ରିକୀୟ ଦେଶ ସୁଦାନର ଏକଛତ୍ରବାଦୀ ଶାସକଙ୍କୁ ବିତାଡ଼ିତ କଲା ସେନା April 11, 2019 | Sandhan News | ଅଧିକ ପଢନ୍ତୁ ବିଜେଡିର ପରାଜିତ ବାହୁବଳୀ ନେତା May 24, 2019 | Manas Kumar Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.