Homeଆନ୍ତର୍ଜାତୀୟବର୍ଷରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ହରାଇଲା ଦିଲ୍ଲୀ ବର୍ଷରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ହରାଇଲା ଦିଲ୍ଲୀ Manas Kumar Rout | August 7, 2019 | Spread the love ନୂଆଦିଲ୍ଲୀ, ୭।୮: ଗୋଟିଏ ବର୍ଷ ମଧ୍ୟରେ ଦିଲ୍ଲୀ ଏହାର ୩ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ହରାଇଛି। ୨୦୧୮ ଅକ୍ଟୋବରରୁ ବର୍ତ୍ତମାନ ସୁଦ୍ଧା ଏପରି ଘଟିଛି। ମଙ୍ଗଳବାର ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ହୋଇଛି। ସେ ୧୯୯୮ ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ପୂର୍ବରୁ ୨୦୧୮ ଅକ୍ଟୋବର ୨୭ରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମଦନଲାଲ୍ ଖୁରାନାଙ୍କ ପରଲୋକ ହୋଇଥିଲା। ସେ ୧୯୯୩ରୁ ୧୯୯୬ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେହିପରି ୨୦୧୯ ଜୁଲାଇ ୨୦ରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷୀତ୍ଙ୍କର ପରଲୋକ ହୋଇଥିଲା। ସେ ୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିଥିଲେ। Related Posts ଏଣିକି ସଲମାନ୍ଙ୍କୁ ପ୍ରତି ଥର ବିଦେଶ ଯାତ୍ରା ପୂର୍ବରୁ ନେବାକୁ ପଡ଼ିବ ଅଦାଲତଙ୍କ ଅନୁମତି August 4, 2018 | Santosh Rout | ଅଧିକ ପଢନ୍ତୁ କର୍ମ କ୍ଷେତ୍ରକୁ ବାହୁଡ଼ାଣୀ ବେଳେ ଟ୍ରେନ ଚକାତଳେ ଶ୍ରମିକଙ୍କ ଜୀବନ ଗଲା October 21, 2020 | 2005lindadavis1989 | ଅଧିକ ପଢନ୍ତୁ ଏବେ ଏଲଆଇସିରେ ସରକାରଙ୍କର ଶତ ପ୍ରତିଶତ ଭାଗିଦାରୀ February 3, 2021 | 2005lindadavis1989 | ଅଧିକ ପଢନ୍ତୁ ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ଥାପିତ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଅଚଳ : ପ୍ରବଳ ଖରାରେ ପଥିକ ହନ୍ତସନ୍ତ April 10, 2026 | Manas Kumar Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ଏଣିକି ସଲମାନ୍ଙ୍କୁ ପ୍ରତି ଥର ବିଦେଶ ଯାତ୍ରା ପୂର୍ବରୁ ନେବାକୁ ପଡ଼ିବ ଅଦାଲତଙ୍କ ଅନୁମତି August 4, 2018 | Santosh Rout | ଅଧିକ ପଢନ୍ତୁ
କର୍ମ କ୍ଷେତ୍ରକୁ ବାହୁଡ଼ାଣୀ ବେଳେ ଟ୍ରେନ ଚକାତଳେ ଶ୍ରମିକଙ୍କ ଜୀବନ ଗଲା October 21, 2020 | 2005lindadavis1989 | ଅଧିକ ପଢନ୍ତୁ
ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ଥାପିତ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଅଚଳ : ପ୍ରବଳ ଖରାରେ ପଥିକ ହନ୍ତସନ୍ତ April 10, 2026 | Manas Kumar Rout | ଅଧିକ ପଢନ୍ତୁ