ଧାମନଗର ରେ ଚାଲିଛି ବାଲି ମାଫିଆ ଙ୍କ ରାଜ୍, ପୋଲିସ ନିରବ କାହିଁକି।

Spread the love

ଦିନ ଦ୍ବିପହରେ ଚାଲିଛି ଚୋରା ବାଲି କାରବାର। ପ୍ରଶାସନ ସବୁଦେଖି ନିରବ। ଧାମନଗର ବ୍ଲକ ଅର୍ଜୁନ ପୁର ପଞ୍ଚାୟତ ର ବୈତରଣୀ ନଦୀ ରୁ ଦିନ ଦ୍ବିପହରରେ ଚାଲିଛି ଚୋରା ବାଲି କାରବାର। ଜନ ସାଧାରଣ ଙ୍କ ବାର ମ୍ୱାର୍ ଦାବି ସ୍ୱତେ ଧୁସୂରି ପୋଲିସ ଓ ଧାମନଗର ତହସିଲଦାର ନିରବ କାହିଁକି?। ଆଖ ପାଖ ଅଞ୍ଚଳରୁ ଲୋକମାନେ ଏହାକୁ ରୋକିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛନ୍ତି। ବୁଟୁ ମହାପାତ୍ର, ଅର୍ଜୁନ ବେହେରା ଓ ଅଶୋକ କୁମାର ପୁହାଣ ଙ୍କ ଭଳି ବହୁ ନେତା ଏଭଳି ବାଲି ମାଫିଆ ମାନଙ୍କୁ ଗିରଫ କରିବା ପାଇଁ ଦାବୀ କରିଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନ୍ୟୁଜ୍ ସନ୍ଧାନ।

Related Posts

About The Author

Add Comment