Homeଜିଲ୍ଲା ପରିକ୍ରମାକଟକଦେବୀ ନଦୀରୁ ମୃତଦେହ ଉଦ୍ଧାର , କାଠଯୋଡ଼ି ପୋଲରୁ ଡ଼େଇଁପଡ଼ିଥିବା ଦେବବ୍ରତଙ୍କ ବୋଲି ସନ୍ଦେହ ଦେବୀ ନଦୀରୁ ମୃତଦେହ ଉଦ୍ଧାର , କାଠଯୋଡ଼ି ପୋଲରୁ ଡ଼େଇଁପଡ଼ିଥିବା ଦେବବ୍ରତଙ୍କ ବୋଲି ସନ୍ଦେହ Sandhan News | October 16, 2019 | Spread the love କଟକ, ୧୬/୧୦ (ସନ୍ଧାନ ନିଉଜ) : ରାହାମା ନିକଟ ଦେବୀ ନଦୀରୁ ବୁଧବାର ଏକ ଅଚିହ୍ନା ମୃତଦେହ ମଳିଥିବା ଜଣାପଡ଼ିଛି। ଉକ୍ତ ମୃତଦେହଟି କାଠଯୋଡ଼ି ପୋଲରୁ ନଦୀରୁ ଡ଼େଇଁପଡ଼ିଥିବା ଦେବବ୍ରତଙ୍କ ମୃତଦେହ ବୋଲି ସନ୍ଦେହ କରାଯାଉଛି। ଏଯାବତ ମୃତଦେହ ଚିହ୍ନଟ ହୋଇନଥିବାରୁ ତାହା ଦେବବ୍ରତଙ୍କ ମୃତଦେହ ବୋଲି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। Related Posts ଟାଇମସ୍ ପତ୍ରିକାର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ମୁକେଶ ଅମ୍ବାନି April 18, 2019 | Sandhan News | ଅଧିକ ପଢନ୍ତୁ ଦେଶର ପ୍ରଥମ ଲୋକପାଳ ହେଲେ ପିନାକୀ ଚନ୍ଦ୍ର ଘୋଷ March 19, 2019 | Sandhan News | ଅଧିକ ପଢନ୍ତୁ ଜରୁରୀ ଆବଶ୍ୟକତା ପୂରଣ ପାଇଁ କିଣି ପାରିବେ ୩୦୦ କୋଟିର ଯୁଦ୍ଧାସ୍ତ୍ର :କେନ୍ଦ୍ର ସରକାର April 17, 2019 | Sandhan News | ଅଧିକ ପଢନ୍ତୁ ରଣଜୀ ଟ୍ରଫି, ଆଜିଠୁ ଓଡ଼ିଶା-ରାଜସ୍ଥାନ ମୁହାଁମୁହିଁ December 14, 2018 | Santosh Rout | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ଟାଇମସ୍ ପତ୍ରିକାର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ମୁକେଶ ଅମ୍ବାନି April 18, 2019 | Sandhan News | ଅଧିକ ପଢନ୍ତୁ
ଜରୁରୀ ଆବଶ୍ୟକତା ପୂରଣ ପାଇଁ କିଣି ପାରିବେ ୩୦୦ କୋଟିର ଯୁଦ୍ଧାସ୍ତ୍ର :କେନ୍ଦ୍ର ସରକାର April 17, 2019 | Sandhan News | ଅଧିକ ପଢନ୍ତୁ