Homeଜିଲ୍ଲା ପରିକ୍ରମାକଟକଦେବୀ ନଦୀରୁ ମୃତଦେହ ଉଦ୍ଧାର , କାଠଯୋଡ଼ି ପୋଲରୁ ଡ଼େଇଁପଡ଼ିଥିବା ଦେବବ୍ରତଙ୍କ ବୋଲି ସନ୍ଦେହ ଦେବୀ ନଦୀରୁ ମୃତଦେହ ଉଦ୍ଧାର , କାଠଯୋଡ଼ି ପୋଲରୁ ଡ଼େଇଁପଡ଼ିଥିବା ଦେବବ୍ରତଙ୍କ ବୋଲି ସନ୍ଦେହ Sandhan News | October 16, 2019 | Spread the love କଟକ, ୧୬/୧୦ (ସନ୍ଧାନ ନିଉଜ) : ରାହାମା ନିକଟ ଦେବୀ ନଦୀରୁ ବୁଧବାର ଏକ ଅଚିହ୍ନା ମୃତଦେହ ମଳିଥିବା ଜଣାପଡ଼ିଛି। ଉକ୍ତ ମୃତଦେହଟି କାଠଯୋଡ଼ି ପୋଲରୁ ନଦୀରୁ ଡ଼େଇଁପଡ଼ିଥିବା ଦେବବ୍ରତଙ୍କ ମୃତଦେହ ବୋଲି ସନ୍ଦେହ କରାଯାଉଛି। ଏଯାବତ ମୃତଦେହ ଚିହ୍ନଟ ହୋଇନଥିବାରୁ ତାହା ଦେବବ୍ରତଙ୍କ ମୃତଦେହ ବୋଲି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। Related Posts ବରିଷ୍ଠ ବିଜେପି ସାଂସଦ ସନ୍ତୋଷ ଗଙ୍ଗୱାର ହେଲେ କାମଚଳା ବାଚସ୍ପତି May 30, 2019 | Sandhan News | ଅଧିକ ପଢନ୍ତୁ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ବିଶେଶ୍ୱର ଟୁଡୁଙ୍କ ଦ୍ୱାରା ବାଲିସଙ୍କରା ବ୍ଲକରେ ଏକଲବ୍ୟ ମଡେଲ ରେସିଡେଣ୍ଟିଆଲ ସ୍କୁଲର ଶିଳାନ୍ୟାସ January 20, 2024 | Hemanta Bhainsa | ଅଧିକ ପଢନ୍ତୁ ରାଉରକେଲା: ସବୁଠି ଶୁଭିଲା ଗୁରୁ ବନ୍ଦନାର ସ୍ୱର September 5, 2019 | Sandhan News | ଅଧିକ ପଢନ୍ତୁ ବାଲିଗୁଡା ଏନଏସି ୧୩ନଂ ଓ୍ବାର୍ଡ ରାସ୍ତା ମରାମତି ପାଇଁ ବିବାଦ:ସମସ୍ୟାର ସମାଧାନ ନହେଲେ ଆମରଣ ଅନଶନ ପାଇଁ ସାହି ବାସିନ୍ଦାଙ୍କ ଚେତାବନୀ September 22, 2020 | Biswajit Parida | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ବିଶେଶ୍ୱର ଟୁଡୁଙ୍କ ଦ୍ୱାରା ବାଲିସଙ୍କରା ବ୍ଲକରେ ଏକଲବ୍ୟ ମଡେଲ ରେସିଡେଣ୍ଟିଆଲ ସ୍କୁଲର ଶିଳାନ୍ୟାସ January 20, 2024 | Hemanta Bhainsa | ଅଧିକ ପଢନ୍ତୁ
ବାଲିଗୁଡା ଏନଏସି ୧୩ନଂ ଓ୍ବାର୍ଡ ରାସ୍ତା ମରାମତି ପାଇଁ ବିବାଦ:ସମସ୍ୟାର ସମାଧାନ ନହେଲେ ଆମରଣ ଅନଶନ ପାଇଁ ସାହି ବାସିନ୍ଦାଙ୍କ ଚେତାବନୀ September 22, 2020 | Biswajit Parida | ଅଧିକ ପଢନ୍ତୁ