Homeସହରରାଉରକେଲାଦୁର୍ଘଟଣାରୁ ବର୍ତ୍ତିଲା ହାୱଡା-ଅହମ୍ମଦାବାଦ ଏକ୍ସପ୍ରେସ ଦୁର୍ଘଟଣାରୁ ବର୍ତ୍ତିଲା ହାୱଡା-ଅହମ୍ମଦାବାଦ ଏକ୍ସପ୍ରେସ Biswajit Parida | December 4, 2019 | Spread the love ରାଉରକେଲା, ୪/୧୨ (ସନ୍ଧାନ ନିଉଜ): ରାଉରକେଲା ରେଳ ଷ୍ଟେସନରେ ହାୱଡା-ଅହମ୍ମଦାବାଦ ଏକ୍ସପ୍ରେସ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଯାଇଛି। କୋଚ ଏସ-4 ଚକାର ସ୍ପ୍ରିଙ୍ଗ ପିନ୍ ଭାଙ୍ଗିଯାଇଥିବା ବେଳେ ଷ୍ଟେସନରେ ଏହା ଜଣାପଡିଥିଲା । ଫଳରେ ଏକ ସାମ୍ଭାବ୍ୟ ଦୁର୍ଘଟଣାକୁ ରୋକାଯାଇପାରିଥିଲା । Related Posts କୋରାପୁଟ: କାଶ୍ମୀରର ସାମ୍ବାଦିକଙ୍କୁ ହତ୍ୟା ଘଟଣା, କୋରାପୁଟ ପ୍ରେସକ୍ଲବର ନିନ୍ଦା June 15, 2018 | Manas Kumar Rout | ଅଧିକ ପଢନ୍ତୁ ୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା। ଜାଣନ୍ତୁ କେଉଁଠୁ ଲଢିବେ କିଏ ? March 19, 2019 | Manas Kumar Rout | ଅଧିକ ପଢନ୍ତୁ ଏଥର ବି ତ୍ରିମୁଖୀ ଲଢେଇ ବିଜେପୁର ଉପନିର୍ବାଚନ September 30, 2019 | Biswajit Parida | ଅଧିକ ପଢନ୍ତୁ ଦୋଳ ମେଲଣ ଉତ୍ସବରେ ଝୁମିଲେ ଶ୍ରଦ୍ଧାଳୁ March 14, 2020 | Manas Kumar Rout | ଅଧିକ ପଢନ୍ତୁ About The Author Biswajit More From This Author Add Comment Cancel reply Save my name, email, and website in this browser for the next time I comment.
କୋରାପୁଟ: କାଶ୍ମୀରର ସାମ୍ବାଦିକଙ୍କୁ ହତ୍ୟା ଘଟଣା, କୋରାପୁଟ ପ୍ରେସକ୍ଲବର ନିନ୍ଦା June 15, 2018 | Manas Kumar Rout | ଅଧିକ ପଢନ୍ତୁ
୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା। ଜାଣନ୍ତୁ କେଉଁଠୁ ଲଢିବେ କିଏ ? March 19, 2019 | Manas Kumar Rout | ଅଧିକ ପଢନ୍ତୁ