Homeସହରରାଉରକେଲାଦୁର୍ଘଟଣାରୁ ବର୍ତ୍ତିଲା ହାୱଡା-ଅହମ୍ମଦାବାଦ ଏକ୍ସପ୍ରେସ ଦୁର୍ଘଟଣାରୁ ବର୍ତ୍ତିଲା ହାୱଡା-ଅହମ୍ମଦାବାଦ ଏକ୍ସପ୍ରେସ Biswajit Parida | December 4, 2019 | Spread the love ରାଉରକେଲା, ୪/୧୨ (ସନ୍ଧାନ ନିଉଜ): ରାଉରକେଲା ରେଳ ଷ୍ଟେସନରେ ହାୱଡା-ଅହମ୍ମଦାବାଦ ଏକ୍ସପ୍ରେସ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଯାଇଛି। କୋଚ ଏସ-4 ଚକାର ସ୍ପ୍ରିଙ୍ଗ ପିନ୍ ଭାଙ୍ଗିଯାଇଥିବା ବେଳେ ଷ୍ଟେସନରେ ଏହା ଜଣାପଡିଥିଲା । ଫଳରେ ଏକ ସାମ୍ଭାବ୍ୟ ଦୁର୍ଘଟଣାକୁ ରୋକାଯାଇପାରିଥିଲା । Related Posts ବିଶ୍ଵ ଜଳ ଦିବସ ପାଳିତ March 23, 2021 | Sandhan News | ଅଧିକ ପଢନ୍ତୁ ମୁକୁଳା ଡ୍ରେନ ନେଲା ଶିଶୁ ଜୀବନ February 20, 2020 | Sandhan News | ଅଧିକ ପଢନ୍ତୁ ବିପଦସଂକେତ ଉପରେ ବୈତରଣୀ : ଯାଜପୁରରେ ୩୫୦ ହେକ୍ଟର ଜମି ଜଳମଗ୍ନ July 24, 2018 | Santosh Rout | ଅଧିକ ପଢନ୍ତୁ କପି କରି ମଧୁପୁରଗଡ ଉଚ୍ଚବିଦ୍ୟାଳୟରେ ୬ ଧରାପଡ଼ିଲେ February 24, 2020 | Manas Kumar Rout | ଅଧିକ ପଢନ୍ତୁ About The Author Biswajit More From This Author Add Comment Cancel reply Save my name, email, and website in this browser for the next time I comment.