ଦକ୍ଷିଣାଞ୍ଚଳ ରାଜ୍ୱସ ଆୟୁକ୍ତ ଭାବେ ଯୋଗ ଦେଲେ ବିଜୟ ଅମୃତ କୁଲାଙ୍ଗେ।

Spread the love

 ଦକ୍ଷିଣାଞ୍ଚଳ ରାଜ୍ଵସ୍ ଆୟୁକ୍ତ ଭାବେ ଯୋଗ ଦେଲେ ବିଜୟ ଅମୃତ କୁଲାଂଗେ । ଏହି ଅବସର ରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରା ଯାଇଥିଲା। ଏଥିରେ ଗଞ୍ଜାମ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ମହାନଗର ନିଗମର ଆୟୁକ୍ତ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ବହୁ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଯୋଗ ଦେଇଥିଲେ। ସମସ୍ତ ଅଧିକାରୀ ମାନେ RDC ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ ଓ ଅଭିନନ୍ଦନ ଜଣାଇଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।

Related Posts

About The Author

Add Comment