Homeଆପଣଙ୍କ ରିପୋର୍ଟକଳା ଟଙ୍କା ହ୍ରାସ, ଟିକସ ବୃଦ୍ଧି ଏବଂ ଦୁର୍ନୀତିକୁ ରୋକିବା ଦିଗରେ ସହାୟକ ହୋଇଛି ବିମୁଦ୍ରୀକରଣ କଳା ଟଙ୍କା ହ୍ରାସ, ଟିକସ ବୃଦ୍ଧି ଏବଂ ଦୁର୍ନୀତିକୁ ରୋକିବା ଦିଗରେ ସହାୟକ ହୋଇଛି ବିମୁଦ୍ରୀକରଣ Sandhan News | November 8, 2020 | Spread the love ନୂଆ ଦିଲ୍ଲୀ, ୦୮/୧୧/୨୦ (ସନ୍ଧାନ ନିଉଜ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ବିମୁଦ୍ରୀକରଣ କଳା ଟଙ୍କା ହ୍ରାସ କରିବାରେ, ଟିକସ ବୃଦ୍ଧିରେ ସହାୟକ ହେବା ସହିତ ଦୁର୍ନୀତିକୁ ମଧ୍ୟ ରୋକିପାରିଛି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଫଳାଫଳ ଜାତୀୟ ପ୍ରଗତି ପାଇଁ ବହୁତ ଲାଭଦାୟକ ଅଟେ। Related Posts ଅଟଳ ପେନ୍ସନ୍ ଯୋଜନା: ୩.୬୧ ଲକ୍ଷ ଲୋକ ସାମିଲ August 11, 2018 | Santosh Rout | ଅଧିକ ପଢନ୍ତୁ ସିଲେକ୍ଟ କମିଟିକୁ ପଠାଯିବନାହିଁ ନାଗରିକତା ସଂଶୋଧନ ବିଧେୟକ December 11, 2019 | Sandhan News | ଅଧିକ ପଢନ୍ତୁ ସଡ଼କ ଦୁର୍ଘଟଣାରେ ୪ ଆହତ। August 9, 2025 | Santosh Rout | ଅଧିକ ପଢନ୍ତୁ ବାଲେଶ୍ଵର: ସୋନ ନଦୀ ଗର୍ଭରୁ ମିଳିଲା ମନ୍ଦିରର ଭଗ୍ନାବଶେଷ October 26, 2018 | Manas Kumar Rout | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.