Homeଜିଲ୍ଲା ପରିକ୍ରମାମୟୁରଭଞ୍ଜଝାରପଡା ଜେଲ୍ରେ କଏଦୀ ମୃତ ଝାରପଡା ଜେଲ୍ରେ କଏଦୀ ମୃତ 2005lindadavis1989 | January 17, 2021 | Spread the love ବାରିପଦା, 17.01.2021(ସନ୍ଧାନ ନିଉଜ୍): ଭୁବନେଶ୍ବର ଝାରପଡା ଜେଲ୍ ରେ କଏଦୀର ମୃତ୍ୟୁ ଅଭିଯୋଗ । ମୃତ କଏଦୀ ନୟାଗଡ ଜିଲ୍ଲାର ରବି ଦୁଲ୍ଲା ବୋଲି ଜଣାପଡିଛି । ରବି ଦୁଲ୍ଲା ୨୦୦୮ ମସିହାରୁ ଗିରଫ ହୋଇ ଝାରପଡା ଜେଲରେ ରହିଥିଲେ । ରବି ନୟାଗଡ ଥାନା ପୋଡି ଘଟଣାର ଅଭିଯୁକ୍ତ ଥିଲେ । Related Posts ହେରୋଇନ୍ ଜବତ: ପୃଥକ ପୃଥକ ଘଟଣାରେ ଜଣେ ମହିଳାଙ୍କ ସମେତ ୨ ଗିରଫ June 7, 2018 | Manas Kumar Rout | ଅଧିକ ପଢନ୍ତୁ ସନ୍ଧାନ ନିୟୁଜର ପ୍ରଭାବ: ପ୍ରେମାନନ୍ଦଙ୍କୁ ମିଳିଲା ସହାୟତା ରାଶି October 22, 2019 | Manas Kumar Rout | ଅଧିକ ପଢନ୍ତୁ ପେଥାଇ ସାମୁଦ୍ରିକ ବାତ୍ୟା ବେଳେ ଆନ୍ଧ୍ରରେ ବିରଳ ଘଟଣା, ଆକାଶରୁ ମାଛ ବର୍ଷା December 18, 2018 | Santosh Rout | ଅଧିକ ପଢନ୍ତୁ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ଭବାନୀ ଚରଣ ଦାସମହାପାତ୍ର July 18, 2020 | Sandhan News | ଅଧିକ ପଢନ୍ତୁ About The Author 2005lindadavis1989 More From This Author Add Comment Cancel reply Save my name, email, and website in this browser for the next time I comment.
ସନ୍ଧାନ ନିୟୁଜର ପ୍ରଭାବ: ପ୍ରେମାନନ୍ଦଙ୍କୁ ମିଳିଲା ସହାୟତା ରାଶି October 22, 2019 | Manas Kumar Rout | ଅଧିକ ପଢନ୍ତୁ
ପେଥାଇ ସାମୁଦ୍ରିକ ବାତ୍ୟା ବେଳେ ଆନ୍ଧ୍ରରେ ବିରଳ ଘଟଣା, ଆକାଶରୁ ମାଛ ବର୍ଷା December 18, 2018 | Santosh Rout | ଅଧିକ ପଢନ୍ତୁ