କୋଇଡା ଏସ. ଆର. ରୁଙ୍ଗଟା ଗ୍ରୁପ କମ୍ପାନୀ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ

Spread the love
  • 2
  •  
  •  
  •  
  •  
    2
    Shares
କୋଇଡା,୨୩/୧୦(ସନ୍ଧାନ ନିଉଜ/ ଏଲ ବାରିକ) ସାରା ଭାରତ ବର୍ଷ ର ପ୍ରତ୍ୟେକ ସ୍ଥାନରେ ସ୍ୱଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳୁଛି।
ଏହି କାର୍ଯ୍ୟକ୍ରମରେ କୋଇଡା ଖଣି ଅଞ୍ଚଳ ଅନ୍ତର୍ଗତ (ଏସ.ଆର. ରୁଙ୍ଗଟା)ଗ୍ରୁପ ଅଫ ମାଇନ୍ସ ତେହେରାଇ ଲୌହ ଏବଂ ମାଙ୍ଗାନିଜ ଖଣି ମେସୋର୍ସ ବଣାଇ ଇଣ୍ଡଷ୍ଟ୍ରିଆଲ କମ୍ପାନୀ ର ଗତ ତା୧୨.୧୦.୨୦୧୮ରିଖ ଠାରୁ ସ୍ଵଛତା ପକ୍ଷ ପାଳନ କରାଯାଉଅଛି।ଏହି ପରିପେକ୍ଷରେ ଖଣି ପରିଚାଳକଙ୍କ ନେତୃତ୍ୱରେ କର୍ମୀକ ପ୍ରବନ୍ଧକ ଅଜୟ କର,ଗୌରୀଶଙ୍କର, ଏବଂ ସି.ଏସ.ଆଇ. ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତେହେରାଇ ଖଣି ଅଞ୍ଚଳରେ ବ୍ୟାପକ ସଫା ସୁତୁରା କାର୍ଯ୍ୟକ୍ରମ।ଏବଂ ସ୍ଵଛତା ସଚେତନତା ରାଲି ସ୍କୁଲ ଓ କୋଲେଜ ରେ ସ୍ଵଛତା ଚିତ୍ରାଙ୍କନ,ବ୍ୟକୃତା ପ୍ରତିଯୋଗିତା ମାନ ଆୟୋଜନ କରାଯାଉଅଛି।ଆସନ୍ତା ୩୧.୧୦.୨୦୧୮ରିଖ ଉଦ୍ ଯାପନ ସମାରୋହ ଅନୁଷ୍ଟିତ ହେବାକୁ ଥିବା ଖଣି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।
  • 2
    Shares

Related Posts

About The Author

Add Comment