Homeଜିଲ୍ଲା ପରିକ୍ରମାଭଦ୍ରକଚନ୍ଦ୍ରଭାଗାରେ ବୁଡି ଯୁବକ ମୃତ ଚନ୍ଦ୍ରଭାଗାରେ ବୁଡି ଯୁବକ ମୃତ Sandhan News | November 24, 2019 | Spread the love କୋଣାର୍କ, ୨୪/୧୧ (ସନ୍ଧାନ ନିଉଜ) : ଚନ୍ଦ୍ରଭାଗା ସମୁଦ୍ର କୂଳରେ ବୁଡ଼ି ରବିବାର ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଯୁବକ ଜଣଙ୍କ ନିଆଳି ଅଞ୍ଚଳର ହୋଇଥିବାବେଳେ ତାଙ୍କର ନାମ ସୌରଜିତ ରାଉତ। ସୌରଜିତ ଚନ୍ଦ୍ରଭାଗାକୁ ବୁଲିବା ପାଇଁ ଆସି ଗାଧୋଉଥିବା ସମୟରେ ବୁଡ଼ି ଯାଇଥିବା ସୂଚନା ମିଳିଛି। Related Posts ଚଟାପଟ ଖବର ଆଜିର January 2, 2022 | Santosh Rout | ଅଧିକ ପଢନ୍ତୁ ‘ମୁଁ ପାକିସ୍ତାନୀ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରୁଛି’, ପୁଲଓ୍ଵାମା ଆକ୍ରମଣକୁ ନେଇ ପାକିସ୍ତାନୀ ଯୁବତୀମାନେ ଏଭଳି ଅଭଯାନ ଆରମ୍ଭ କଲେ February 20, 2019 | Sandhan News | ଅଧିକ ପଢନ୍ତୁ ରାଜ୍ୟରେ ତିନିଦିନ ବଜ୍ରପାତ ଆଶଙ୍କା, ୟେଲୋ ଓ୍ଵାର୍ଣ୍ଣିଂ ଜାରି October 5, 2019 | Sandhan News | ଅଧିକ ପଢନ୍ତୁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଙ୍କ ଦ୍ବାରା ଫଟୋ ଗ୍ରାଫର ବୁଲୁ ସମ୍ମାନିତ December 2, 2025 | Manas Kumar Rout | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
‘ମୁଁ ପାକିସ୍ତାନୀ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରୁଛି’, ପୁଲଓ୍ଵାମା ଆକ୍ରମଣକୁ ନେଇ ପାକିସ୍ତାନୀ ଯୁବତୀମାନେ ଏଭଳି ଅଭଯାନ ଆରମ୍ଭ କଲେ February 20, 2019 | Sandhan News | ଅଧିକ ପଢନ୍ତୁ
ଉପଖଣ୍ଡ ଆରକ୍ଷୀ ଅଧିକାରୀ ଙ୍କ ଦ୍ବାରା ଫଟୋ ଗ୍ରାଫର ବୁଲୁ ସମ୍ମାନିତ December 2, 2025 | Manas Kumar Rout | ଅଧିକ ପଢନ୍ତୁ