Homeଜିଲ୍ଲା ପରିକ୍ରମାଭଦ୍ରକଚନ୍ଦ୍ରଭାଗାରେ ବୁଡି ଯୁବକ ମୃତ ଚନ୍ଦ୍ରଭାଗାରେ ବୁଡି ଯୁବକ ମୃତ Sandhan News | November 24, 2019 | Spread the love କୋଣାର୍କ, ୨୪/୧୧ (ସନ୍ଧାନ ନିଉଜ) : ଚନ୍ଦ୍ରଭାଗା ସମୁଦ୍ର କୂଳରେ ବୁଡ଼ି ରବିବାର ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଯୁବକ ଜଣଙ୍କ ନିଆଳି ଅଞ୍ଚଳର ହୋଇଥିବାବେଳେ ତାଙ୍କର ନାମ ସୌରଜିତ ରାଉତ। ସୌରଜିତ ଚନ୍ଦ୍ରଭାଗାକୁ ବୁଲିବା ପାଇଁ ଆସି ଗାଧୋଉଥିବା ସମୟରେ ବୁଡ଼ି ଯାଇଥିବା ସୂଚନା ମିଳିଛି। Related Posts ପାଣି ବନ୍ଦ ପରେ ଆଉ ଏକ ନିଷ୍ପତ୍ତି ନେଲେ ଭାରତ ସରକାର, ଅଟାରୀ-ଓ୍ଵାଘା ସୀମାରେ ଆମଦାନୀ ବନ୍ଦ February 22, 2019 | Sandhan News | ଅଧିକ ପଢନ୍ତୁ ପ୍ରସଙ୍ଗ: ଗଣମାଧ୍ୟମର ସ୍ୱଚ୍ଛତା ଆଉ ନିରପେକ୍ଷତାକୁ ନେଇ ପ୍ରଶବାଚୀ ? April 9, 2019 | Manas Kumar Rout | ଅଧିକ ପଢନ୍ତୁ ଜମ୍ମୁ କଶ୍ମୀର: ଅଖନୁରରେ ଲାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ December 2, 2018 | Santosh Rout | ଅଧିକ ପଢନ୍ତୁ ବୈପାରିଗୁଡା ସ୍ଥିତ ହନୁମାନ ନଗର ରାସ୍ତା ଶୋଚନୀୟ July 18, 2019 | Manas Kumar Rout | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ପାଣି ବନ୍ଦ ପରେ ଆଉ ଏକ ନିଷ୍ପତ୍ତି ନେଲେ ଭାରତ ସରକାର, ଅଟାରୀ-ଓ୍ଵାଘା ସୀମାରେ ଆମଦାନୀ ବନ୍ଦ February 22, 2019 | Sandhan News | ଅଧିକ ପଢନ୍ତୁ
ପ୍ରସଙ୍ଗ: ଗଣମାଧ୍ୟମର ସ୍ୱଚ୍ଛତା ଆଉ ନିରପେକ୍ଷତାକୁ ନେଇ ପ୍ରଶବାଚୀ ? April 9, 2019 | Manas Kumar Rout | ଅଧିକ ପଢନ୍ତୁ