ନୂଆଦିଲ୍ଲୀ ୦୮/୦୭ (ସନ୍ଧାନ ନିଉଜ) ଆଜିବି ଦେଶରେ ୨୨,୭୫୨ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୪୮୨ ଜଣ କରୋନା ଆଖ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୪୨,୪୧୭ କୁ ବୃଦ୍ଧି ପାଇଛି ଏବଂ ୨,୬୪,୯୪୪ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୪,୫୬,୮୩୧ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୨୦,୬୪୨ କୁ ବୃଦ୍ଧି ପାଇଛି।
ତାଜା ଖବର
- ଫସର ଫାଟିଲା ସୁରକ୍ଷା ବ୍ୟବସ୍ଥା, ତଲସରା ଛକରେ ଥିବା ଦୋକାନ ମାନଙ୍କ ରେ ଚୋରି ଉଦ୍ୟମ
- ଭଦ୍ରକ ଜ଼ିଲ୍ଲା ରେ ମାତିଛନ୍ତି ମଦ ବେପାର
- ଅନାବାଦୀ ଜମି ଉପରେ ପ୍ରଶାସନ ପକ୍ଷରୁ ନୋଟିସ୍
- ବ୍ରହ୍ମବରଦା ଅଞ୍ଚଳରେ ଜିଏସ୍ଟି ଚଢ଼ଉ ହେଲା
- ନାବାଳିକା ବଳାତ୍କାରୀ ୨୦ ବର୍ଷ ଜେଲ୍ ଗଲା
- ଧାରୋଲରେ ଗୋଟାରୀ ମାର୍କେଟ୍ର ଶୁଭାରମ୍ଭ
- ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ନବୀକରଣ
- କୋରେଇଠାରେ ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ
- ବଡ଼ଗାଁରେ_ମର୍ମନ୍ତୁଦ_ସଡ଼କ_ଦୁର୍ଘଟଣା, ପିକଅପ୍ ଧକ୍କାରେ ଅଲଟୋ ଚୁରମାର୍, ଜଣେ ମୃତ, ୨ ଆହତ
- ସଂଶୋଧିତ MMDR ଅଧିନିୟମ ବିରୁଦ୍ଧରେ ଓଜେସିର ପ୍ରତିବାଦ



