ଶ୍ରାବଣର ୫ ପାଳି ମଧ୍ୟରୁ ଶ୍ରାବଣ ମାସର ପ୍ରଥମ ସୋମବାର ହୋଇଥିବାରୁ ଶିବ ଭକ୍ତ କାଉଡ଼ିଆ ମାନେ ବିଭିନ୍ନ ନଦୀ ମାନଙ୍କରୁ ଜଳ ଉଠାଇ ଶିବାଳୟ ମାନଙ୍କୁ ଯାତ୍ରା କରିଥିଲେ । ଯାଜପୁର ମହାବିନାୟକ Archive