ମନ୍ତ୍ରୀ ଓ ବିଧାୟକମାନେ ୩୦ ପ୍ରତିଶତ ଦରମା ପାଇବେ। ବାକି ୭୦ ପ୍ରତିଶତ ଦରମା ପରେ ମିଳିବ। ସେହିପରି ରାଜ୍ୟ ସରକାରଙ୍କ ସମସ୍ତ ନିଗମ ଅଧ୍ୟକ୍ଷ ଓ ନିର୍ବାଚିତ ଜନ ପ୍ରତିନିଧିଙ୍କ କ୍ଷେତ୍ରରେ ମଧ୍ୟ ଏହି ନିୟମ ଲାଗୁ ହେବ। ଆଇଏଏସ Archive