କନ୍ଧମାଳ ଜିଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରଷଦର ଥିବା ୧ନମ୍ବର ୱାର୍ଡର ବଡଗାଁ କନ୍ୟାଶ୍ରମ ପଛ ପାଖରେ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ଏକ ପାଣିଟାଙ୍କି କାମ ଚାଲିଛି। ହଠାତ ଏହି କାମ ପରିସରରୁ ପଥର ଫାଟିବାର ଶବ୍ଦ ଶୁଣାଯାଇଥିଲା Archive