ଭୁବନେଶ୍ୱର ଏମ୍ସ ପରିସର ରେ ଏକ ନୂତନ ପୋଲିସ ଫାଣ୍ଡି କୁ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ ଉଦଘାଟନ କରିଥିଲେ ଏହାଦ୍ୱାରା ରୋଗୀ, ଡକ୍ଟର, ସାଧାରଣ ଲୋକ ଙ୍କୁ ପୋଲିସ ସହାୟତା ମିଳିବ ବୋଲି ସେ ପ୍ରକାଶ କରିଥିଲେ। ଏମ୍ସ ହସ୍ପିଟାଲ୍ ର ନିର୍ଦେଶକ ଡାକ୍ତର ଆଶୁତୋଷ ମଧ୍ଯ ସେଠାରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ AIMS r ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।
AIMS ଭୁବନେଶ୍ୱର ପରିସର ରେ ନୂତନ ପୋଲିସ ଫାଣ୍ଡି ଉଦଘାଟିତ।
|
November 8, 2026 |



