ଧର୍ମଶାଳା, ୫/୪ (ସନ୍ଧାନ ନିୟୁଜ/ସନ୍ତୋଷ ରାଉତ) ଧର୍ମଶାଳା ବ୍ଲକ ର ଉଦୟ ମାନ ଯୁବ ସଂଗଠକ , ସାମାଜିକ କର୍ମୀ ତଥା ଯୁବ ସଂଗଠକ ଦେବବ୍ରତ ରାଉତ ବହୁଜନ ସମାଜ ପାର୍ଟି ରୁ ଚଳିତ ବିଧାନ ସଭା ନିର୍ବାଚନ ରେ ପ୍ରାଥି ଭାବ ରେ ଧର୍ମଶାଳା ରୁ ଛିଡା ହେବେ । ବିଗତ 15 ବର୍ଷ ଧରି ଦଳିତ, ଆଦିବାସୀ ,ପଛୁଆବର୍ଗ ଓ ଅଳ୍ପସଂଖ୍ୟକ ଅଧିକାର ପାଇଁ ସଂଗ୍ରାମ ଜରିରଖିଛନ୍ତି। ଧର୍ମଶାଳା ରେ ରକ୍ତ ଦାନ, ଵୃକ୍ଷ ରୋପଣ, ନିଶା ନିବାରଣ , ଶ୍ରମିକ ସଂଗଠନ, ମହିଳା କୃଷକ ,ଯୁବ ଛାତ୍ର ବିକାଶ ପାଇଁ କାର୍ଯ୍ୟରତ । ଧର୍ମଶାଳା ଜନ ସାଧାରଣ ଙ୍କ ଆଶ୍ରିବାଦ କୁ ପାଥେୟ କରି ନିର୍ବାଚନ ଲଢ଼ିବା କୁ ରାଉତ ଆଶା ରଖିଛନ୍ତି।
ଧର୍ମଶାଳା ବିଧାନସଭା କ୍ଷେତ୍ରରୁ ଲଢ଼ିବେ ଯୁବ ସମାଜସେବୀ ଦେବବ୍ରତ ରାଉତ, ବି.ଏସ. ପି ଦେଲା ଟିକେଟ
|
April 5, 2019 |
