୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ କୁ ଉଦଘାଟନ କଲେ ଜିଲ୍ଲାପାଳ

Spread the love

ନୟାଗଡ ୧୦/୧୧/୨୬ (ସନ୍ଧାନ ନ୍ୟୁଜ)   ନୟାଗଡ  ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ବ୍ଲକ ଦ୍ଵାର ଗାଁ ରେ ଥିବା ଆଦର୍ଶ ବିଦ୍ୟାଳୟ ରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ କୁ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା କର ଆନୁଷ୍ଠାନିକ ଭାବେ ଉଦଘାଟନ କରି ଥିଲେ। ଜିଲ୍ଲାପାଳ ବିଦ୍ୟାଳୟ ରେ ପହଞ୍ଚିବା ପରେ ତାଙ୍କୁ ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ସ୍ଵାଗତ କରିଥଲେ। ଜିଲ୍ଲାପାଳ ଙ୍କ ସହିତ ଦଶପଲ୍ଲା ବିଡ଼ିଓ, ତହସିଲଦାର, ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଦ୍ଵାର ଗାଁ ଆଦର୍ଶ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।

Related Posts

About The Author

Add Comment