ସୁନ୍ଦରଗଡ଼ ତା:୨୬-୦୫-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଗତ ତା:୨୨-୦୫-୨୦୨୬ରିଖ ଶୁକ୍ରବାର ଦିନ ଦିନ ସୁକ ସାଗର ସାଏ ନାମକ ଜଣେ ଯୁବକ ବନଡେଗା (କୁବାପଡା )ଏକ ବିବାହ ଘରେ ଯୋଗ ଦେଇ ରାତି ଅଧିକ ହୋଇଯିବାରୁ ସେଇଠି ଶୋଇ ଥିବା ବେଳେ କେହି ଜଣେ ତାଙ୍କର ବାଇକ ନମ୍ବର ଓ ଡି ୧୬ଏଲ ୫୦୦୯ ଓ ଏକ ଅପ୍ପୋ ମୋବାଇଲ ଚୋରି କରି ନେଇଯାଇଥିବା ସୂଚନା ମିଳିଛି l ସୁଖ ସାଗର ସାଏ ସକାଳୁ ଉଠି ବାଇକ ଓ ମୋବାଇଲ ନ ପାଇ ଅନେକ ଖୋଜା ଖୋଜି କରି ପାଇ ନ ଥିବା କହିଛନ୍ତି l ଶେଷ ରେ ସେ ତଲସରା ଥାନା ରେ ଏକ ଲିଖିତ ଅଭିଯୋଗ କରିଥିବା ସେ କହିଛନ୍ତି l ଅଭିଯୋଗ ପାଇ ତଲସରା ପୋଲିସ ଏକ ଚୋରି ମାମଲା ରୁଜୁ କରି ତଦନ୍ତ ଜାରି ରଖି ଥିବା ଜାଣିବାକୁ ମିଳିଛି l
ବନଡେଗା (କୁବା ପଡା )ବାହା ଘରେ ବାଇକ ଓ ମୋବାଇଲ ଚୋରି, ଥାନା ରେ ଅଭିଯୋଗ
|
May 26, 2026 |



