Homeଜିଲ୍ଲା ପରିକ୍ରମାଅନୁଗୁଳସୁନ୍ଦରୀ ପୁଣି କଲା ମଣିଷ ଶିକାର ସୁନ୍ଦରୀ ପୁଣି କଲା ମଣିଷ ଶିକାର Manas Kumar Rout | October 21, 2018 | Spread the love8 8Shares ଅନୁଗୁଳ, ୨୧/୧୦ (ସନ୍ଧାନ ନିୟୁଜ): କିଛି ଦିନର ନୀରବତା ପୁଣି ମଣିଷ ଶିକାର କରିଛି ବାଘୁଣୀ ସୁନ୍ଦରୀ। ଅନୁଗୋଳ ଜିଲ୍ଲାର ଟାଇଂସି ଗ୍ରାମର ତ୍ରିନାଥ ସାହୁ ନିକଟସ୍ଥ ବିଲକୁ କାମ କରିବାକୁ ଯାଇଥିବା ବେଳେ ତାଙ୍କର ଶିକାର କରିଛି ବାଘୁଣୀ ସୁନ୍ଦରୀ। ଏଥିପାଇଁ ଲୋକେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହିଛନ୍ତି। ବନବିଭାଗର ପୂର୍ବ ପ୍ରତିଶ୍ରୁତି ଏବେ ପାଣିର ଗାର ପାଲଟି ଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସୁନ୍ଦରୀ ଜନଜୀବନ ପ୍ରତି ବିପଦ ସୃଷ୍ଟି କରୁଥିଲେ ମଧ୍ୟ ତା’ଦାଉରୁ ଲୋକକୁ ରକ୍ଷା କରିବା ପାଇଁ ପ୍ରସାଶନ ଆନ୍ତରିକତା ଦେଖାଉନାହିଁ। 8Shares Related Posts ତମାଖୁ ସେବନର ନିବାରଣ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ସଂପର୍କିତ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ December 18, 2020 | Sandhan News | ଅଧିକ ପଢନ୍ତୁ ଆଲୋଚନା ଅତିଥି- ଯଯାତି କେଶରୀ ରାଉତ ସରପଞ୍ଚ October 10, 2021 | Anita Behera | ଅଧିକ ପଢନ୍ତୁ ମାନବିକତାର ପରିଚୟ ଦେଲେ ଯୁବଗୋଷ୍ଠି February 19, 2020 | Sandhan News | ଅଧିକ ପଢନ୍ତୁ ରାଉରକେଲା : ଘରେ ପହଞ୍ଚିବ ରାଶନ ଓ ଔଷଧ March 28, 2020 | Manas Kumar Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ତମାଖୁ ସେବନର ନିବାରଣ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ସଂପର୍କିତ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ December 18, 2020 | Sandhan News | ଅଧିକ ପଢନ୍ତୁ