ମା ଆସୁଛନ୍ତି ଧରା ଧାମକୁ ପୁଣି ଆସିବେ ଆରବର୍ଷ

Spread the love

ଯାଜପୁର ସଦର, ୧୦ା୧୦: ଯାଜପୁର ଜିଲ୍ଲାରେ ବାରମାସରେ ତେର ପର୍ବ ପାଳନ କରାଯାଉଥିବା ବେଳେ, ତାହାମଧ୍ୟରେ ମା ଆସୁଚି ଧରାଧାମକୁ ଏହି ବରସରେ ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକର ବିଭିନ୍ନ ପଂଚାୟତ ମାନଙ୍କରେ ମାଙ୍କର ମାଟି ପ୍ରତିମା ମୃର୍ତ୍ତୀକାରୀଗର ମାନେ ଦୋମାଟିଆ କରାଯାଉଥିବା ବେଳେ, ବିଭିନ୍ନ ପୂଜା ମଣ୍ଡପ ପରିଶରରେ ମାଙ୍କର ଆଗମନକୁ ଆଗମନକୁ ଆଖିଆଗରେ ରଖି କମିଟି ମାନଙ୍କ ପକ୍ଷରୁ ମୃର୍ତ୍ତି କରାଯାଉଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ପୂଜା ମଣ୍ଡପ ପରିଶରରେ ରଖିକମିଟି ମାନଙ୍କ ପକ୍ଷରୁ ମୃର୍ତ୍ତି କରାଯାଉଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ କୋଣ ଅନୁକୋଣରେ ମାଙ୍କର ମଣ୍ଡପ ଗୁଡ଼ିକ ସଜେଇ ହବାର ଲାଗିଚି । ବିଭିନ୍ନ ପୂଜା କମିଟି ପକ୍ଷରୁ ମାଙ୍କର ପାଂଚଦିନ ପୂଜା ହେବାକୁ ଯାଉଥିବା ବେଳେ, ଏନେଇ କମିଟିର କର୍ମକର୍ତ୍ତା ମାନେ ଚଳଚଞ୍ଚଳ ହୋଇଥିବା ବେଳେ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ପଦକ୍ଷେପ ନିଆଯାଇଚି । ଯାହାକି ମା ଆସୁଛନ୍ତି । ଧରାଧାମକୁ ପୁଣି ଆସିବେ ଆରବର୍ଷକୁ ଏନେଇ ଭକ୍ତମାନେ ମାଙ୍କୁ ଅଶ୍ରୃଳ ନୟନରେ ଚାହିଁ ରହିଥିବା ବେଳେ, କେତେବେଳେ ମା ଧରାଧାମକୁ ଓହ୍ଲାଇ ଆସିବେ । ଏହେଉଚି ଶାରଦୀୟ ଦୂର୍ଗାପୂଜା ଯାର ପରମ୍ପରା ଏହା ହେଉଚି । ଷଷ୍ଠଦିନ ଦଶମୀ ପର୍ଯ୍ୟନ୍ତ ୫ଦିନ ଧରି ଅନୁଷ୍ଟିତ ହେବାକୁ ଯାଉଥିବା ବେଳେ, ମାଙ୍କର ମୃଣ୍ମମୟ ମୃର୍ତ୍ତି ମାଟି ପ୍ରତିମା କାରିଗର ମାଙ୍କୁ ସଜେଇବା ପାଇଁ ଆନୁଷ୍ଠାନିକ କାର୍ଯ୍ୟକ୍ରମ କରୁଚି । ଦୋମାଟିଆ ଠାରୁ ଆରମ୍ଭ କରି ମାଙ୍କ ଗହଣା ଏବଂ ମାଙ୍କର ମୁଖା ବିଭିନ୍ନ ମାଟି ପ୍ରତିମା ମାନଙ୍କରେ କରାଯାଉଚି । ଆଉମାତ୍ର ୧୦ ଦିନ ମା ଆସିବାକୁ ବାକି ରହିଥିବା ବେଳେ, ଏନେଇ ପ୍ରସ୍ଥୁତି କାର୍ଯ୍ୟକ୍ରମ ଜୋର ସୋରେ ଚାଲିଚି ।

Related Posts

About The Author

Add Comment