ଲାଞ୍ଚ ନେଇ ଭୁବନେଶ୍ୱରରୁ ଗିରଫ ହେଲେ ଦିଲ୍ଲୀ ପୋଲିସ

Spread the love
ଭୁବନେଶ୍ବର, ୨୪/୦୪/୨୨ (ସନ୍ଧାନ ନିଉଜ) ଲାଞ୍ଚ ନେଇ ଭୁବନେଶ୍ୱରରୁ ଦିଲ୍ଲୀ ପୋଲିସ ଗିରଫ । ଭୁବନେଶ୍ୱରରୁ ଇଓଡବ୍ଲୁ କନେଷ୍ଟବଲ ଅମିତ ଲାହୁଚାଙ୍କୁ ଗିରଫ କଲା ସିବିଆଇ । ଜନୈକ ବ୍ୟକ୍ତିଙ୍କ ଠାରୁ ସାଢ଼େ ୪ଲକ୍ଷ ଲାଞ୍ଚ ନେବାବେଳେ ଗିରଫ । ଜଣେ ଇଓ ଡବ୍ଲୁ ଇନ୍ସପେକ୍ଟରଙ୍କ ନିର୍ଦ୍ଦେଶରେ ଆସିଥିଲେ ଅମିତ୍ । ନିର୍ଦ୍ଦେଶ ଦେଇଥିବା ଇଓଡବ୍ଲୁ ଇନ୍ସପେକ୍ଟରଙ୍କ ଦିଲ୍ଲୀ ଘରେ ମଧ୍ୟ ରେଡ୍ କରାଯାଇଛି ।

Related Posts

About The Author

Add Comment