ଗଁଦିଆ/୧୬/୧୨/ସନ୍ଧାନ ନିଉଜ୍/ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ସଢଗିଂ ରେଞ୍ଜ ର ମନମୂଖି ଶାସନ, ପ୍ରତିବାଦରେ ପୂର୍ବତନ ଵିଧାୟକ ନବୀନ ନନ୍ଦ ଙ୍କ ସଢଗିଂରେଞ ଅଫିସ ଆଗରେ ଆମରଣ ଅନଶନ, ସୂଚନା ଅନୁଯାଇ
ଧନୀଆ ନାଳିଠାରୁ ଛୋଟ ତେନ୍ତୁଳି
ରାସ୍ତା ଦେଇ ବହୁ ବର୍ଷ ଆଗରୁ ଆଦିବାସୀ ମାନେ ଚଳପ୍ରଚଳ କରୁଥିଲେ। କିନ୍ତୁ ଏଇ କେତେଦିନ
ହେଲା। ସେମାନଙ୍କୁ ସଢଗିଂ ରେଞ୍ଜ
ତରଫରୁ ସେରାସ୍ତାକୁ ସିଲ କରାଯିବା
ଫଳରେ ଦଶହଜାର ଆଦିବାସୀ ପରିବାର ଘରୁ ନ ଵାହାରୀ ପାରିବା ଏକ ଲଜ୍ୟାଜନକ ଘଟଣା, ସରକାର
ବିଭିନ୍ନ ସମୟରେ ଆଦିବାସି ମାନଙ୍କୁ
ମୂଖ୍ୟ ସ୍ରୋତକୁ ଫେରେଇ ଆଣିବାପାଇଁ ଚିତ୍କାର କରୁଥିବାବେଳେ
ତାହାର ନଗ୍ନ ଉଦାହରଣ ଆଜି ପାଲଟିଛି। ଧନିଆନାଳି ରାସ୍ତା ନା ସୁଣୁଛନ୍ତି। ବିଧାୟକ ନା ପ୍ରଶାସନ
ଏପରି ପରିସ୍ଥିତିରେ ଠିଆହୋଇ ଛନ୍ତି
ପୁର୍ବତନ ଵିଧାୟକ ନବୀନ ନନ୍ଦ
ରାସ୍ତାନ ଖୋଲିବାଜାଏ ଆମରଣ ଅନସନ କରି ଯୁଦ୍ଧଘୋଶଣା ଡାକରା ଦେଇଛନ୍ତି ଶ୍ରୀଯୁକ୍ତ ନନ୍ଦ।