ପେଟ୍ରୋଲ ପମ୍ପ ନିକଟସ୍ଥ ନାଳରୁ ଗଳିତ ଶବ ଉଦ୍ଧାର

Spread the love

ଭଦ୍ରକ/ ୨୨/୧୧/ସନ୍ଧାନ ନିଉଜ୍/(ଶିବାନୀ ମିଶ୍ର) ତଦନ୍ତ ତଦନ୍ତ ରେ ଭଦ୍ରକ ଜିଲ୍ଲା ପୋଲିସ ଗୋଟେ ପରେ ଗୋଟେ ଦୁର୍ଘଟଣା ଘଟି ଚାଲିଥିବା ବେଳେ ପୋଲିସ ର ହାତ ଖାଲି।ଗତ ଦୁଇ ମାସ ତଳେ ଘଟିଥିବା ଘଟଣା ଲୋକକଂ ମନରୁ ନ ଲିଭୁଣୁ ପୁଣି ଏକ ମରଶରୀର ଉଧାର। ନାଥ ଶାହୀ ସ୍ଥିତ ପେଟ୍ରୋଲ ପମ୍ପ ନିକଟ ନୟନ ଯୋରୀ ରୁ  ବୁଧବାର ହାଟ ଅଞ୍ଚଳର ଗୁଲ ଖାଁ କଂ ମୃତ ଶରୀର ଭାସୁଥିବାର ଖବର ପାଇ ପୁରୁଣାବଜାର ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରି ମୃତ  ଶରୀର କୁ ଜବତ କରି ବ୍ୟବଚ୍ଛେଦ କରିବା ପାଇଁ ଭଦ୍ରକ ମୁଖ୍ଯ ଚିକିତ୍ସାଳୟ କୁ ପଠାଇ ଛନ୍ତି।

Related Posts

About The Author

Add Comment