ବନ୍ୟା ବିପନ୍ନ ମାନଙ୍କୁ ରିଲିଫ ସାତ ସପନ ପାଲଟିଛି

Spread the love

ଯାଜପୁର ,: ୩/୮/୨୬ (ସନ୍ଧାନ ନ୍ୟୁଜ)  ଯାଜପୁର ଜିଲ୍ଲାରେ ବନ୍ୟା ବିପନ୍ନ ମାନେ ପାଣି ଘେରରେ ରହିଥିବା ବେଳେ ରିଲିଫ ସାତ ସମନ ପାଲଟି ଥିବା ସମୁଦ୍ରକୁ ଶଙ୍ଖେ ଯାହାକି ଏହି ଜିଲ୍ଲାରେ ବନ୍ୟାରେ କ୍ଷତି ହୋଇଥିବା ଲୋକ ମାନେ ନଦୀ ବନ୍ଧ ମାନଙ୍କରେ ଆଶ୍ରୟ ନେଇଥିବା ବେଳେ ଗୃହ ପାଳିତ ପଶୁ ମାନଙ୍କୁ ଗୋ ଖାଦ୍ୟ ଦେବାରେ ବିଫଳ ହୋଇଥିବା ପରିବାର ପିଛା ରିଲିଫ ବଣ୍ଟନ ସାତ ସପନ ପାଲଟିଛି ଯାହାକି କିଏ ମେଞ୍ଚେ ପାଇଲାତ କିଏ କେଞ୍ଚେ ପାଇଲା । ଏହି ବନ୍ୟାରେ ଦୁଃଖ ଦୁର୍ଦ୍ଦଶା ଭୋଗୁଥିବା ବେଳେ ସରକାର ସେମାନଙ୍କୁ ରିଲିଫ ବଣ୍ଟନରେ ପାତର ଅନ୍ତର କରିଥିବା ଅଭିଯୋଗ ହୋଇଛି । ପ୍ରଶାସନ ବନ୍ୟା ଅଞ୍ଚଳରେ କ୍ଷୟ କ୍ଷତି ହୋଇଥିବା ଲୋକ ମାନଙ୍କୁ ପଲିଥିନ୍‌ ଯୋଗେଇ ଦେବା ସହିତ ରନ୍ଧା ଖାଦ୍ୟ ଦେବା ଲାଗି ଦାବି ହେଉଛି । ଏ ଦିଗରେ ରିଲିଫ କମିଶନର ସହାୟତା ଦେବା ଲାଗି ଦାବି କରାଯାଇଛି ।

Related Posts

About The Author

Add Comment