ଯାଜପୁର ଜିଲ୍ଲାରେ ଖୁଦୁରୀକୁଣୀ ଓଷା ପାଳନ କରାଯାଇଚି

Spread the love

ଯାଜପୁର, ୨୦/୦୯/୨୦୨୧ (ସନ୍ଧାନ ନିଉଜ) : ଏହି ଅବସରରେ ଯୁବତୀମାନେ ମା ମଙ୍ଗଳାଙ୍କର ୫ପାଳି ଓଷା ପାଳନ କରିଥିଲେ । ସୁଶୋଜିତ ମଣ୍ଡପ ତୋରଣ ମାନ କରାଯାଇ ମାଙ୍କର ପୂଜା କରାଯାଇଥିଲା । ୫ପାଳି ମା ଙ୍କର ପୂଜା କରାଯାଇ ଶେଷ ପାଳିରେ ମାଙ୍କୁ ନଦୀ ମାନଙ୍କରେ ବିଶଜ୍ଜନ କରିବା ସହିତ କୋଭିଡ କଟକଣାକୁ ଆଖିଆଗରେ ରଖି ବିଭିନ୍ନ ପୂଜା ମଣ୍ଡପ ମାନଙ୍କରେ ସାସ୍କୃତିକ କାର୍ଯ୍ୟକ୍ରମ ହୋଇନଥିବା ବେଳେ, ଝୀଅମାନେ ମାଙ୍କର ବନ୍ଦନା କରିବା ସହିତ ୫ପାଳି ମାଙ୍କର ତପୋଇ ଗୀତ ଯୁବତୀମାନେ ବୋଲିଥିଲେ । ବଡ଼ବାଲିକୁଦା, ବନ୍ଧଡିହ, ବ୍ରହ୍ମବରଦା, ସାମନ୍ତରାପୁର ଏହି ପଂଚାୟତ ମାନଙ୍କରେ ଝୀଅ ମାନେ ବନ୍ଦାପନା କରି ନଦୀରେ ମାଙ୍କର ମୃର୍ତ୍ତି ବିସର୍ଜ୍ଜନ କରିଥିଲେ ।

Related Posts

About The Author

Add Comment