ଆଞ୍ଚଳିକ ଶିକ୍ଷା ନିର୍ଦେଶକଙ୍କ ନିର୍ଦେଶ ଉପରେ ପ୍ରତିକ୍ରିଆ ରଖିଲେ ଡିଗ୍ରୀ କଲେଜ ଅଧ୍ୟାପିକା

Spread the love

ସୁନ୍ଦରଗଡ ତା:୨୫/୮/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) ସବଡେଗା ଡିଗ୍ରୀ କଲେଜର ଅଧ୍ୟାପିକା ଅନର୍ସ ଆଡ଼ମିଶନ ଉପରେ ନିଜର ପକ୍ଷ ରଖିଛନ୍ତି । ଏହି କଲେଜଟି ନିଜ ଦାଇତ୍ୱରେ ଚାଲିଛି ।ପ୍ରତ୍ୟେକ କଲେଜର ଫିଜ ପ୍ରକ୍ରିୟା ସାଧାରଣତଃ ଅଲଗା ହୋଇଥାଏ । ସବଡେଗା କଲେଜର ରେଜୁଲେସନରେ ପାସ କରା ହେଇଛି କି ଆଡ଼ମିଶନ ବାବଦକୁ ୧୦,୦୦୦ ଟଙ୍କା ଓ ଅନର୍ସ ବାବଦରେ ୧୫୦୦ ଟଙ୍କା କଳା ସାହିତ୍ୟରେ ଓ ବିଜ୍ଞାନରେ ୨୦୦୦ ଟଙ୍କା ନେଉଥିବା ସେ କହିଛନ୍ତି । ସବଡେଗା ଡିଗ୍ରୀ କଲେଜରେ ବିଜ୍ଞାନରେ ୯୬ସିଟ ରହିଥିବାବେଳେ,ପ୍ରତ୍ୟେକ ବର୍ଷ ସବୁ ସିଟ ପୁରା ହୋଇପାରୁ ନାହିଁ ।ଗତ ବର୍ଷ କଲେଜରେ ୫୩ ଛାତ୍ର ପରୀକ୍ଷା ଦେଇଥିବା ମତବ୍ୟକ୍ତ କରିଛନ୍ତି । ପ୍ରତ୍ୟେକ ବିଷୟରେ ଏଫିଲେସନ ବାବଦରେ ଇଂଭରସିଟିକୁ ୧୩୦୦ ଟଙ୍କା ଦେଉଥିବାରୁ କଲେଜ ଅନର୍ସ ଟଙ୍କା ନେଉଥିବା ସୂଚନା ଦେଇଛନ୍ତି ।

Related Posts

About The Author

Add Comment