ଯାଜପୁର ସଦର,୦୬ା୦୮(ସନ୍ଧାନ ନିଉଜ): ଯାଜପୁର ଜିଲ୍ଲାରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନେ କୋଭିଡ଼ କଟକଣାକୁ ଖାତିର ନକରି ଖବର ସଂଗ୍ରହ କରୁଥିବା ବେଳେ, ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଯୋଦ୍ଧା ଭାବରେ ୪ର୍ଥ ସ୍ତମ୍ଭ ସାମ୍ବାଦିକ ମାନଙ୍କୁ ଯାଜପୁର ଜିଲ୍ଲାରେ ୬ଶହ ସାମ୍ବାଦିକ ମାନଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇଥିବା ବେଳେ, ସେମାନଙ୍କ ପରିବାରକୁ ରାଜ୍ୟସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସାମ୍ବାଦିକ ପରିବାରକୁ କୋଭିଡ ଟିକା ଦେବାପାଇଁ କାର୍ଯ୍ୟରତ ଯାଜପୁର ଜିଲ୍ଲା ସାମ୍ବାଦିକ ମାନେ ସରକାଙ୍କ ନିକଟରେ ଦାବି କରିଛନ୍ତି । ଏଦିଗରେ କେନ୍ଦ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସଚିବ ଯାଜପୁର ଜିଲ୍ଲାପାଳ ଦୃଷ୍ଟି ଦେବା ସହିତ ୪ର୍ଥ ସ୍ତମ୍ଭର ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପରିବାରକୁ କୋଭିଡ ଟିକା ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।
ସାମ୍ବାଦିକ ମାନଙ୍କ ପରିବାରକୁ କୋଭିଡ ଟିକା ଦେବାପାଇଁ ଦାବି ହେଉଚି
|
August 6, 2021 |



