, ୨୫/୦୬/୨୦୨୧ (ସନ୍ଧାନ ନିଉଜ) : ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ରସଂସଦ ପକ୍ଷରୁବିଦ୍ୟାଳୟକୁଚାରୋଟି ଅକ୍ସିଜେନ କନ୍ସେନ୍ଟ୍ରେଟର ପ୍ରଦାନ କରାଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକଗୋବିନ୍ଦ ଚନ୍ଦ୍ରରାଉତଙ୍କର ପ୍ରଚେଷ୍ଟା ଫଳରେଉକ୍ତମହନୀୟକାର୍ଯ୍ୟକୋଭିଡ଼ସମୟରେସଫଳହୋଇଥିବାରୁବିଦ୍ୟଳୟରେ ଆନନ୍ଦ ଲହରୀଖେଳିଯାଇଛି । ବିଦ୍ୟାଳୟର ପ୍ରାକ୍ତନ କୃତୀଛାତ୍ରଡ଼. ସୁଧୀରଞ୍ଜନ ତ୍ରିପାଠୀ ଯିଏକିସମ୍ପ୍ରତିସିଙ୍ଗାପୁରରେବରିିଷ୍ଠବୌଜ୍ଞାନିକଭାବେକାର୍ଯରତଙ୍କର ଉଦ୍ୟମରେଏହିକାର୍ଯ୍ୟସମ୍ପାଦିତହୋଇଛି । ପୁରାତନ ଛାତ୍ରସଂସଦର ସଭାପତିମହେଶଚନ୍ଦ୍ରମହାପାତ୍ର, ସାଧାରଣସମ୍ପାଦକ ଅକ୍ଷୟକୁମାର ଅଗ୍ରୱାଲ, ସଂଯୋଜଳ ଅମିତାଭମିଶ୍ର, ଶିକ୍ଷକମନୋଜକୁମାର ପରିଡ଼ା ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।