ଭବାନୀପୁରର ଜଣେ ୧୫ ବର୍ଷ ବୟସ୍କ ନାବାଳକ ର ଆତ୍ମହତ୍ୟା

Spread the love

ସୁନ୍ଦରଗଡ, ୧୩/୬/୨୦୨୧ ( ସନ୍ଧାନ ନିଉଜ/ରୋସନ ପଟେଲ) : ସୁନ୍ଦରଗଡ ଭାବନିପୁରରେ ଏକ ଅଭାବନୀୟ ଘଟଣା ଘଟୁଛି । ଗତକାଲି ସନ୍ଧ୍ୟା ସାଢେ ପାଞ୍ଚଟା ବେଳେ ଘଟଣା ଘଟିଛି । ଉତ୍କଳ ପଟେଲ ନାମକ ଜଣେ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ଛାତ୍ର କୌଣସି ଘଟଣାକୁ କେନ୍ଦ୍ର କରି ବେକରେ ବେଡ଼ସିଟ ଲଗାଇ ଆତ୍ମହତ୍ୟା କରିଛି । ତାକୁ ମୁମୂର୍ସ ଅବସ୍ଥାରେ ଡାକ୍ତରଖାନାକୁ ଘରଲୋକ ଆଣିଥିଲେ ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ମାମୁଁ ଏକ ଅପମୃତ୍ୟୁ ମାମଲା ଟାଉନ ଥାନାରେ ପଞ୍ଜିକୃତ କରିଛନ୍ତି । ମୃତକଙ୍କ ବାପା ସିକୁରୀଟି ଗାର୍ଡ ହୋଇଥିବାବେଳେ ସେ ଏମ୍ସିଏଲ ରେ କରନ୍ତି । ମୃତକଙ୍କ ବାପା ମଧ୍ୟ ଥାନାରେ ପହଞ୍ଚିଥିବା ଜଣାପଡିଛି । ସଦର ପୋଲିସ ଏହି ସମ୍ପର୍କରେ ତଦନ୍ତ ଚଳାଇଛନ୍ତି ।

Related Posts

About The Author

Add Comment