ବାଲିଗୁଡା:ବନବାସୀ ସେବା ସମିତି ର ୫୦ତମ ପ୍ରତିଷ୍ଠା ଦିବସ ପାଳନ 

Spread the love

ବାଲିଗୁଡା, ୨୬/୦୫.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ପୁରାତନ ସ୍ବେଛାସେବୀ  ଅନୁଷ୍ଠାନ ବନବାସୀ ସେବା ସମିତି ର ୫୦ତମ ପ୍ରତିଷ୍ଠା ଦିବସ  ଏବଂ ବୁଦ୍ଧ ଜୟନ୍ତୀ ତଥା ଗୋପବନ୍ଧୁ ଚୌଧୁରୀ ଙ୍କ ଜନ୍ମ ତିଥି  ସାମ୍ପ୍ରତିକ କୋଭିଡ ମହାମାରୀ ଏବଂ ସମ୍ଭାବ୍ୟ ମହାବାତ୍ୟା ପରିପ୍ରେକ୍ଷୀରେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବାର୍ଷିକ ଉତ୍ସବ ପାଳନ ନ କରିବା ପାଇଁ ସ୍ଥିର କରାଯାଇଛି । କିନ୍ତୁ ଉକ୍ତ ଦିନରେ କୋଭିଡ୍ ନିୟମାବଳୀ କୁ ଅନୁସରଣ କରି ଅନୁଷ୍ଠାନର କର୍ମୀ ମାନଙ୍କ ମଧ୍ଯରେ ସ୍ବର୍ଗତ ଗୋପବନ୍ଧୁ ଚୌଧୁରୀ ଓ ପୂଜ୍ୟ ଆଜ୍ଞା ସ୍ୱର୍ଗତ ବିଶ୍ଵନାଥ  ପଟ୍ଟନାୟକଙ୍କ ଫଟୋଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ ପ୍ରଦାନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ସର୍ବଧର୍ମ ପ୍ରାର୍ଥନା କରି ସମାପନ କରାଯାଇ ଥିଲା l

Related Posts

About The Author

Add Comment