ନିମ୍ନମାନର ପ୍ରକଳ୍ପ ନିର୍ମାଣକୁ ବିରୋଧ

Spread the love

 

ବେତନଟୀ, 26.11.2020 (ଲିଙ୍ଗରାଜ ପଣ୍ଡା): ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓପିଡି ଓ ଆଇପିଡି ନିର୍ମାଣ କର୍ଯ୍ୟ । ଅତ୍ୟନ୍ତ ନିମ୍ନମାନର ବୋଲିଅଭିଯୋଗ ହେଉଛି । ଗ୍ରାମ ଉନ୍ନୟନ ବିଭାଗ ଦ୍ବାରା ନିର୍ମାଣ ହେଉଥିବା ଏହି ଦୁଇ ମହଲା, କୋଠା ପାଇଁ ୧ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି। କାମଟି ୨୦୧୮ । ମସିହାରୁ ଆରମ୍ଭ ହୋଇଥିଲା ବେଳେ ୧୫ ନଭେମ୍ବର ୨୦୧୯ରେ ଶେଷ ହେବାକଥା ହେଲେ ଧାର୍ଯ୍ୟ , ବି ସମୟରେ ସରିଲାନି କାମ। ଆଉ ତି ଏବେ ନିମ୍ନମାନର କାମ ହେଉଥିବା ଅ ଅଭିଯୋଗ ପରେ ବଢ଼ିଛି ଅସନ୍ତୋଷ ପ କାମରେ ବ୍ୟବହୃତ । ମେଟାଲ, ୧ ଚିପ୍ସ, ଇଟା, ଟାଇଲ, ଝରକା, ଡ କବାଟ, ପାଇପ୍ ଆଦି ନିମ୍ନମନର । ବୋଲି ଅଭିଯୋଗ ଆଣି କାମ । ନ୍ଦ କରାଇଥିଲେ ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ଓଝା, ସରପଞ୍ଚ ବିଜୟ କୁମାର ସିଂ, ଯୁବନେତା ପ୍ରିୟବ୍ରତ ପଟ୍ଟନାୟକ, ସମାଜସେବୀ । ଅଜୟ କୁମାର ଓଝା, ସୁଧାକର  ପଣ୍ଡା, ମନୋରଞ୍ଜନ ।ରାଉତ,  ଜୀବନ ଦାସ, ଜଗଦୀଶ ବେହେରା,ପ୍ରଶାନ୍ତ ମହାନ୍ତ, ସିପୁନ କୁମାର । ସାମଲ, ଶିବାଶିଷ ନାଥ, ଗୌରାଙ୍ଗ ସାହୁ, ତାଜୁଦ୍ଦିନ ଖାଁ ଓ ସ୍ଥାନୀୟ । ଗ୍ରାମବାସୀ। ଏ ନେଇ ସେମାନେ ବିଭାଗୀୟ ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ସିପୁନ ପଣ୍ଡାଙ୍କରୁ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ। ଖବର ପାଇ ବିଭାଗୀୟ ଉପଖଣ୍ଡ ଅଧିକାରୀ, ଭାରପ୍ରାପ୍ତ ଡାକ୍ତର ପ୍ରମୁଖ ପହଞ୍ଚି ଆଲୋଚନା କରିବା ସତ୍ ଉନ୍ନତମାନର ସାମଗ୍ରୀ ବ୍ୟବହାର ପାଇଁ ଠିକାଦରଙ୍କୁ ତାଗିଦ କରିଥିଲେ।

 

Related Posts

About The Author

Add Comment