ରାଉରକେଲା, ୨/୨/୨୦ (ସନ୍ଧାନ ନିଉଜ) : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଡାଏରୀ ଫାର୍ମର 20 ଏକରରୁ ଊର୍ଦ୍ଧ୍ବ ଜମିକୁ ନେଇ ଉତ୍ପନ୍ନ ହୋଇଛି ଉତ୍ତେଜନା ପରିସ୍ଥିତି । ରାଉରକେଲା-ରାଷ୍ଟ୍ରୀୟ ଗୋକୁଲ ମିଶନରେ ସାମିଲ ଥିବା ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଡାଏରୀ ଫାର୍ମର 20 ଏକରରୁ ଊର୍ଦ୍ଧ୍ବ ଜମିକୁ ଏକ ଘରୋଇ କମ୍ପାନୀ କଵଜା କରିବାକୁ ଉଦ୍ୟମବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଘରୋଇ କମ୍ପାନୀର ଏହି ଉଦ୍ୟମକୁ କୁଆଁରମୁଣ୍ଡାବାସୀ ବିରୋଧ କରିବାରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଡାଏରୀ ଫାର୍ମ ଜମିକୁ ନେଇ ବିବାଦ
|
February 2, 2020 |
![](https://sandhannews.com/wp-content/uploads/2018/10/sandhan-222.jpg)