ଭୁବନେଶ୍ଵର, ୩୧/୧/୨୦ (ସନ୍ଧାନ ନିଉଜ) : ଓମଫେଡ ବୁଥ୍ଗୁଡ଼ିକରେ ବିକ୍ରି ହେଉଥିବା ଗୁଟ୍ଖା ଓ ତମାଖୁରେ ପ୍ରସ୍ତୁତ ସାମଗ୍ରୀ ହଟାଇବା ପାଇଁ ମାନବାଧିକାର କମିସନ (ଓଏଚଆରସି) ରାଜ୍ୟ ଗୃହ ବିଭାଗକୁ ନିର୍ଦେଶ ଦେଇଛନ୍ତି। ଯଦି ଓମଫେଡ୍ ବୁଥ ଏହାକୁ ଅବମାନନା କରନ୍ତି ତେବେ ସେମାନଙ୍କ ଲାଇସେନ୍ସ ପ୍ରତ୍ୟାହାର କରିବାକୁ କମିସନ କହିଛନ୍ତି। ପରବର୍ତ୍ତୀ ସମୟରେ ଏହି ନିର୍ଦେଶାନାମାକୁ କଡ଼ାକଡ଼ି ପାଳନ କରିବା ପାଇଁ ଗୃହ ବିଭାଗ ପକ୍ଷରୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଓ କମିସନରେଟ୍ ପୋଲିସକୁ କୁହାଯାଇଛି।
ଓମ୍ଫେଡ୍ ବୁଥ୍ରେ ଗୁଟ୍ଖା ବିକ୍ରି ହଟାଇବାକୁ ପାଇଁ ଓଏଚ୍ଆରସିଙ୍କ ନିର୍ଦ୍ଦେଶ
|
January 31, 2020 |
![](https://sandhannews.com/wp-content/uploads/2018/10/sandhan-222.jpg)